ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଛି

Spread the love

ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧.୨୩ ଫୁଟ୍ ରହିଛି। ଡ୍ୟାମକୁ ପ୍ରତି ସେକେଣ୍ଡରେ ହାରାହାରି ୨ ଲକ୍ଷ ୬୨ ହଜାର ୭୫୫ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ୩୦ ହଜାର ୪୪ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି । ଆସନ୍ତା କାଲି ଦିନ ୧୧ ଟା ସମୟ ରେ ହୀରାକୁଦ ଡ୍ୟାମ ରୁ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ।

  • Related Posts

    ପୁଲିସ ଏନକାଉଣ୍ଟରରେ ନିହତ ହେଲା ଦୁଷ୍କର୍ମକାରୀ

    Spread the love

    Spread the loveପୁଲିସ୍ ଗୁଳିରେ ଟଳିଲା ଦୁଷ୍କର୍ମକାରୀ । ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପରଗନା ଜିଲ୍ଲା ବରୁଇପୁରରେ ନିକଟରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ନାବାଳିକା…

    Leave a Reply

    Your email address will not be published. Required fields are marked *

    You Missed

    ପୁଲିସ ଏନକାଉଣ୍ଟରରେ ନିହତ ହେଲା ଦୁଷ୍କର୍ମକାରୀ

    • By admin
    • July 8, 2026
    • 8 views
    ପୁଲିସ ଏନକାଉଣ୍ଟରରେ ନିହତ ହେଲା ଦୁଷ୍କର୍ମକାରୀ

    ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଛି

    • By admin
    • July 8, 2026
    • 5 views
    ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଛି