ରାଜ୍ୟରେ ବନ୍ଦ ହେବ ଗୁଟଖା ବ୍ୟବସାୟ: ସବୁ ଆବେଦନକୁ ଖାରଜ କଲେ ହାଇକୋର୍ଟ
ସୁନ୍ଦରଗଡ଼ ଲାଇଭ୍: ଓଡ଼ିଶାରେ ଗୁଟଖା ଏବଂ ଚିୱିଙ୍ଗ୍ ଟବାକୋ (ଜର୍ଦ୍ଦା/ଖୈନି) ବ୍ୟବସାୟ ନିଷେଧ ନେଇ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗତ ଜାନୁଆରୀ ୨୧ ତାରିଖରେ ଜାରି ହୋଇଥିବା…







