ସରକାରୀ ବିଭାଗ ବିରୋଧରେ ୭୦,୫୮୪ ଦୁର୍ନୀତି ଅଭିଯୋଗ

ସୁନ୍ଦରଗଡ଼ ଲାଇଭ୍ : ଗତ ବର୍ଷ ଦେଶର ବିଭିନ୍ନ ସରକାରୀ ସଂସ୍ଥା ଓ ମନ୍ତ୍ରଣାଳୟଗୁଡ଼ିକ ବିରୋଧରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆସିଥିବା ସାମ୍ନାକୁ ଆସିଛି। କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି)ଙ୍କ ବାର୍ଷିକ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ମୋଟ ୭୦,୫୮୪ଟି ଦୁର୍ନୀତି…

ନେପାଳରେ ପ୍ରଳୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା ୩୩୨କୁ ବୃଦ୍ଧି

ସୁନ୍ଦରଗଡ଼ ଲାଇଭ୍: ନେପାଳର ରସୁୱା ଅଞ୍ଚଳରେ ଘଟିଥିବା ପ୍ରଳୟକାରୀ ବନ୍ୟା ଯୋଗୁଁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୩୩୨ରେ ପହଞ୍ଚିଥିବା ବେଳେ ୧୫୦୦ରୁ ଅଧିକ ଲୋକ ନିଖୋଜ ଥିବାରୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବା…

୨୦୨୬-୨୭ ହେବ ଶତାବ୍ଦୀର ସବୁଠାରୁ ଉତ୍ତପ୍ତ ବର୍ଷ!

ସୁନ୍ଦରଗଡ଼ ଲାଇଭ୍: ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ବିପଦର ଘଣ୍ଟି ବଜାଇଛନ୍ତି ପାଣିପାଗ ବିଜ୍ଞାନୀ। ପ୍ରଶାନ୍ତ ମହାସାଗରରେ ଏକ ଅତି ଶକ୍ତିଶାଳୀ ‘ଏଲ୍-ନିନୋ’ ସୃଷ୍ଟି ହେଉଥିବା ବେଳେ, ଏହା ୧୯ଶ ଶତାବ୍ଦୀ ପରେ ସବୁଠାରୁ ଭୟଙ୍କର ରୂପ ନେଇପାରେ ବୋଲି…

ସଂରକ୍ଷଣ ବିରୋଧୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେଉ: ରାମଦାସ ଅଠାୱଲେ

ସୁନ୍ଦରଗଡ଼ ଲାଇଭ୍: ସଂରକ୍ଷଣକୁ ଏକ ସାମ୍ବିଧାନିକ ଅଧିକାର ଦର୍ଶାଇ ଏହାକୁ ବିରୋଧ କରୁଥିବା କିମ୍ବା ଉଚ୍ଛେଦ କରିବାକୁ ଚାହୁଁଥିବା ଲୋକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ। ରବିବାର ଏକ ବିବୃତି ଜାରି…

ଉପରମୁହାଁ ଚିନି ଦର: ଇଥାନଲ୍‌ ଚର୍ଚ୍ଚାକୁ ଖଣ୍ଡନ କଲେ କେନ୍ଦ୍ର ସରକାର

ସୁନ୍ଦରଗଡ଼ ଲାଇଭ୍: ଚା’ର ମିଠା ଏବେ ପକେଟ୍‌ ଉପରେ ଭାରି ପଡ଼ୁଛି। ଗତ ଗୋଟିଏ ମାସ ମଧ୍ୟରେ ଦେଶରେ ଚିନି ଦର ହଠାତ୍‌ ବୃଦ୍ଧି ପାଇଛି। କିଲୋ ପିଛା ହାରାହାରି ଖୁଚୁରା ମୂଲ୍ୟ ୪୮.୧୮ ଟଙ୍କାରୁ ବଢ଼ି ୫୫.୭୦ ଟଙ୍କାରେ ପହଞ୍ଚିଥିବା…

ବିଜେପିର ନୂଆ କେନ୍ଦ୍ରୀୟ ଟିମ୍ ଘୋଷଣା: ଦୁଇ ଓଡ଼ିଆଙ୍କୁ ବଡ଼ ଦାୟିତ୍ୱ

ସୁନ୍ଦରଗଡ଼ ଲାଇଭ୍: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନିଜର ନୂତନ କେନ୍ଦ୍ରୀୟ ସାଙ୍ଗଠନିକ ଟିମ୍ ଘୋଷଣା କରିଛନ୍ତି। ଏହି ନୂଆ ଦଳରେ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କ ସହ ମହିଳା ଓ ଯୁବ ନେତୃତ୍ୱକୁ ବିଶେଷ…

ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ବୋମା ଧମକ: ହାଇ ଆଲର୍ଟରେ ରାଜଧାନୀ

ସୁନ୍ଦରଗଡ଼ ଲାଇଭ୍: ସ୍ୱାଧୀନତା ଦିବସର ଦିନକ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଖୋଲା ଧମକ। ଦିଲ୍ଲୀ ହାଇକୋର୍ଟ, ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର, ଦିଲ୍ଲୀ ମେଟ୍ରୋ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟକୁ ବିସ୍ଫୋରଣ କରିବା…

ହଟ୍ଟଗୋଳ ଭିତରେ ସରିଲା ଲୋକସଭାର ମୌସୁମୀ ଅଧିବେଶନ

ସୁନ୍ଦରଗଡ଼ ଲାଇଭ୍: ଅବିରତ ହଙ୍ଗାମା ଓ ନାରାବାଜି ଭିତରେ ଶେଷ ହୋଇଛି ସଂସଦର ମୌସୁମୀ ଅଧିବେଶନ। ଅଧିବେଶନର ଅନ୍ତିମ ଦିବସରେ ଗୃହ କାର୍ଯ୍ୟ ମାତ୍ର ଏକ ମିନିଟ୍ ଚାଲିବା ପରେ ବାଚସ୍ପତି ଓମ୍ ବିର୍ଲା ‘ବନ୍ଦେ ମାତରମ୍’ ଗାନ କରାଇ ଲୋକସଭାକୁ…

ହିମାଚଳରେ ମୌସୁମୀ ବିପର୍ଯ୍ୟୟ: ୧୫୭ ମୃତ

ସୁନ୍ଦରଗଡ଼ ଲାଇଭ୍: ଲଗାଣ ବର୍ଷା, ଭୂସ୍ଖଳନ ଓ ଆକସ୍ମିକ ବନ୍ୟା ଯୋଗୁଁ ହିମାଚଳ ପ୍ରଦେଶରେ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ଜୁନ୍ ୩୦ରୁ ଅଗଷ୍ଟ ୯ ମଧ୍ୟରେ ବର୍ଷାଜନିତ ଘଟଣା ଓ ଦୁର୍ଘଟଣାରେ ୧୫୭ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୫୭ ଜଣ…

୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ: ନବସୃଜନ, ଦକ୍ଷତା ବିକାଶ ଓ ସହଯୋଗ ଉପରେ ଗୁରୁତ୍ୱ

ସୁନ୍ଦରଗଡ଼ ଲାଇଭ୍: ଭାରତର ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ୧୩ତମ ‘ବ୍ରିକ୍ସ’ (BRICS) ଶିକ୍ଷାମନ୍ତ୍ରୀ ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନ ଗୁରୁବାର ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ଶିକ୍ଷାମନ୍ତ୍ରୀ ଏବଂ ପ୍ରତିନିଧିମାନେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ପରସ୍ପର ମଧ୍ୟରେ…