କମ୍ପାନୀ ପ୍ରୀତି ପାଇଁ ସୋଇଛି ପ୍ରଶାସନ: ନାକଟିଦେଉଳରେ ଆମ୍ବୁଲାନ୍ସ ବାଟ ଓଗାଳୁଛି କାଦୁଅ ରାସ୍ତା
ସୁନ୍ଦରଗଡ଼ ଲାଇଭ୍: ସରକାରୀ ବାବୁଙ୍କ କମ୍ପାନୀ ପ୍ରୀତି ଏବଂ ପ୍ରଶାସନିକ ଅବହେଳା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଗୋପାଳପୁର ପଞ୍ଚାୟତର ନାକଟିଦେଉଳ ଗ୍ରାମବାସୀ ଏବେ ବନ୍ଦୀ ଜୀବନ ବିତାଉଛନ୍ତି। ମହାଲକ୍ଷ୍ମୀ ଏରିଆରେ DBL କମ୍ପାନୀର ୬ ଲେନ୍ ବିଶିଷ୍ଟ ରାସ୍ତା…







