ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ

ସୁନ୍ଦରଗଡ଼ ଲାଇଭ୍: ସ୍ୱାମୀ ଅସୁସ୍ଥ ଥିବା କହି ଜଣେ ମହିଳାଙ୍କୁ ଘରୁ ଡାକି ନେଇ ଦୁଷ୍କର୍ମ କରାଯାଇଥିବା ଭଳି ଏକ ଅତ୍ୟନ୍ତ ସଂବେଦନଶୀଳ ଓ ଚାଞ୍ଚଲ୍ୟକର ଘଟଣା ଯାଜପୁର ଜିଲ୍ଲାରେ ସାମ୍ନାକୁ ଆସିଛି। ଏହି ମାମଲାରେ କଳିଙ୍ଗନଗର ଥାନା ପୁଲିସ ତୁରନ୍ତ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ

ସୁନ୍ଦରଗଡ଼ ଲାଇଭ୍: କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲଠାରେ ଆୟୋଜିତ ଗୁରୁ ଦିବସ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଛାତ୍ରଛାତ୍ରୀଙ୍କ ସହ ସୀଧାସଳଖ ବାର୍ତ୍ତାଳାପ କରିବା ସହ ରାଜ୍ୟର ଶିକ୍ଷା ବ୍ୟବସ୍ଥା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଆଗାମୀ ୩…

ସେପ୍ଟେମ୍ବର ୧୫ରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

ସୁନ୍ଦରଗଡ଼ ଲାଇଭ୍: ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଁଖାଇ’ ପାଇଁ ଶୁଭ ଲଗ୍ନ ନିର୍ଦ୍ଧାରଣ ହୋଇଛି। ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ମଙ୍ଗଳବାର ସକାଳ ୯ଟା ୪୦ ମିନିଟ୍‌ରୁ ୯ଟା ୫୪ ମିନିଟ୍‌ ମଧ୍ୟରେ ନବାନ୍ନ…

ଟଙ୍କା ହେରଫେର ମାମଲାରେ ପୂର୍ବତନ ଜିଲ୍ଲାପାଳଙ୍କ ସହ ୩ ଦୋଷୀ ସାବ୍ୟସ୍ତ

ସୁନ୍ଦରଗଡ଼ ଲାଇଭ୍: ସରକାରୀ ଅର୍ଥ ହେରଫେର ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ତଥା ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ନିତ୍ୟାନନ୍ଦ ମହାନ୍ତିଙ୍କ ସମେତ ତିନି ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପ୍ରାୟ ୯ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗର ଦୀର୍ଘ…

ବନ୍ୟା ପ୍ରସଙ୍ଗରେ ସରକାରଙ୍କୁ ବିଜେଡିର ଟାର୍ଗେଟ୍, ଭିତ୍ତିହୀନ କହିଲା ବିଜେପି

ସୁନ୍ଦରଗଡ଼ ଲାଇଭ୍: ଯାଜପୁର ଜିଲ୍ଲାର ବନ୍ୟା ସ୍ଥିତି ଓ ସରକାରୀ ସହାୟତା ବଣ୍ଟନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ବନ୍ୟା ପରିଚାଳନାରେ ବିଫଳତା ଅଭିଯୋଗ ଆଣି ବିରୋଧୀ ବିଜେଡି ସରକାରଙ୍କୁ ଘେରିଥିବା ବେଳେ ଏହାକୁ ଭିତ୍ତିହୀନ କହି କଡ଼ା ଜବାବ…

ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀ ଦେହରେ ନିଆଁ ଲଗାଇଦେଲା ନିଶାସକ୍ତ ସ୍ୱାମୀ

ସୁନ୍ଦରଗଡ଼ ଲାଇଭ୍: ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଡୋମ ସାହିରେ ବୁଧବାର ରାତିରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ସୁଭଦ୍ରା ଯୋଜନାର ଟଙ୍କା ନ ଦେବାରୁ ନିଶାସକ୍ତ ସ୍ୱାମୀ ନିଜ ସ୍ତ୍ରୀ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବା…

୨୪,୭୦୦ କୋଟି ଟଙ୍କାର ପ୍ରଥମ ଶିପ୍‌ବିଲ୍ଡିଂ କ୍ଲଷ୍ଟର ପ୍ରକଳ୍ପକୁ କେନ୍ଦ୍ରର ମଞ୍ଜୁରୀ

ସୁନ୍ଦରଗଡ଼ ଲାଇଭ୍: ଓଡ଼ିଶାରେ ନିର୍ମାଣ ହେବ ବୃହତ୍ ପଣ୍ୟବାହୀ ଜାହାଜ। କେନ୍ଦ୍ର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରାଳୟର ‘ଜାହାଜ ନିର୍ମାଣ ବିକାଶ ଯୋଜନା’ ଅଧୀନରେ ନ୍ୟାସନାଲ ସିପବିଲ୍ଡିଂ ଆଣ୍ଡ ହେଭି ଇଣ୍ଡଷ୍ଟ୍ରିଜ୍ ପାର୍କ ଓଡ଼ିଶା ଲିମିଟେଡକୁ ପ୍ରସ୍ତାବିତ ୨୪,୭୦୦ କୋଟି…

ସେପ୍ଟେମ୍ବର ୫ ଯାଏଁ ସାରା ଓଡ଼ିଶାରେ ବର୍ଷା ସମ୍ଭାବନା

ସୁନ୍ଦରଗଡ଼ ଲାଇଭ୍: ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଉପକୂଳ ଓଡ଼ିଶା ଏବଂ ଝାଡ଼ଖଣ୍ଡ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD)ର…

କମିଲା PUCC ଫାଇନ୍, ନୂଆ ନିୟମ ଜାରିକଲେ ରାଜ୍ୟ ସରକାର

ସୁନ୍ଦରଗଡ଼ ଲାଇଭ୍: ରାଜ୍ୟର ଗାଡ଼ି ଚାଳକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର। ଓଡ଼ିଶା ସରକାର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ନଥିଲେ କଟାଯାଉଥିବା ଜରିମାନା (ଫାଇନ୍) ରାଶିକୁ ଯଥେଷ୍ଟ ହ୍ରାସ କରି ନୂଆ ନିୟମ ଲାଗୁ କରିଛନ୍ତି। ପିୟୁସିସି ନଥିଲେ…

ଓଡ଼ିଶା ପୁଲିସ୍‌ SI ପରୀକ୍ଷା ସ୍କାମ୍‌: ସିବିଆଇ ସ୍କାନରରେ ଜେଲ୍‌ ଡିଜି

ସୁନ୍ଦରଗଡ଼ ଲାଇଭ୍: ଓଡ଼ିଶା ପୁଲିସ୍‌ ସବ୍-ଇନ୍ସପେକ୍ଟର (SI) ପରୀକ୍ଷା କେଳେଙ୍କାରୀ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)ର ସ୍କାନରକୁ ଆସିଛନ୍ତି ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ବର୍ତ୍ତମାନର ଜେଲ୍‌ ଡିଜି ସୁଶାନ୍ତ ନାଥ। ଏହି ମାମଲାରେ ସିବିଆଇ ପକ୍ଷରୁ ରାଜ୍ୟ ସରକାରଙ୍କୁ…