ପୁଲିସ ଓ ଡକାୟତ ମୁହାଁମୁହିଁ: ପୁଲିସଗାଡ଼ି ଭାଙ୍ଗି ମାରଣାସ୍ତ୍ର ସହ ଜଙ୍ଗଲକୁ ଫେରାର
ସୁନ୍ଦରଗଡ଼ ଲାଇଭ୍: ପାଟ୍ରୋଲିଂ ବେଳେ ପୁଲିସ ଓ ଡକାୟତ ଦଳ ମୁହାଁମୁହିଁ ହୋଇଛନ୍ତି। ପୁଲିସକୁ ଦେଖି ଡକାୟତମାନେ ଖସିବାକୁ ଚେଷ୍ଟା କରିଥିଲେ ହେଁ, କାମରା ଶ୍ମଶାନ ରାସ୍ତା ନିକଟରେ ଗାଡ଼ି ଅଟକାଇ ପୁଲିସ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଏପରିକି ପୁଲିସ ଗାଡ଼ିର…
ମାଆକୁ ମାରି ପ୍ଲାଷ୍ଟରେ କରିଦେଲା ପୁଅ
ସୁନ୍ଦରଗଡ଼ ଲାଇଭ୍: ପୁରୀ କୁମ୍ଭାରପଡ଼ା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ମାଆ-ପୁଅ ପରିଚୟ ଦେଇ ଭଡ଼ାରେ ରହୁଥିବା ଜଣେ ମହିଳାଙ୍କୁ ହତ୍ୟା କରାଯାଇ ରୋଷେଇ ଘର ସ୍ଲାବ ତଳେ ଲୁଚାଯାଇଥିବା ସନ୍ଦେହ କରାଯାଉଛି। ରୋଷେଇ ଘରୁ ପ୍ରବଳ ଦୁର୍ଗନ୍ଧ…
ମହାନଦୀରେ ଛୋଟ ବନ୍ୟା ଆଶଙ୍କା, ତଳମୁଣ୍ଡବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ
ସୁନ୍ଦରଗଡ଼ ଲାଇଭ୍: ଉପରମୁଣ୍ଡ ଛତିଶଗଡ଼ରେ ଲଗାଣ ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ହୀରାକୁଦ ଡ୍ୟାମ୍ର ୧୬ଟି ଗେଟ୍ ଖୋଲା ରହିଥିବାରୁ ତଳମୁଣ୍ଡକୁ ଅଧିକ ପାଣି ଆସୁଛି, ଯାହାଫଳରେ ମହାନଦୀରେ ଏକ ଛୋଟ ଧରଣର ବନ୍ୟା ପରିସ୍ଥିତି…
ଅଫିସରଙ୍କ ପାଇଁ ଲାଗୁ ହେଲା ‘ଅଟୋ ଅପିଲ୍ ସିଷ୍ଟମ’
ସୁନ୍ଦରଗଡ଼ ଲାଇଭ୍: ସରକାରୀ ସେବା ଦେବାରେ ବିଳମ୍ବ କଲେ ଏଣିକି ସରକାରୀ ଅଧିକାରୀଙ୍କୁ ଗଣିବାକୁ ପଡ଼ିବ ତଣ୍ଡ। ସାଧାରଣ ଲୋକଙ୍କୁ ସମୟସୀମା ମଧ୍ୟରେ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ଓଡ଼ିଶା ଜନସେବା ଅଧିକାର ଆଇନ ଅଧୀନରେ ‘ଅଟୋ ଅପିଲ୍ ସିଷ୍ଟମ’…
ମନ୍ଦିର ଓ ମଠ ପରିଚାଳନା ପାଇଁ ଆସିବ ନୂଆ ନିୟମ
ସୁନ୍ଦରଗଡ଼ ଲାଇଭ୍: ରାଜ୍ୟରେ ମଠ, ମନ୍ଦିର ଓ ଧାର୍ମିକ ଅନୁଷ୍ଠାନଗୁଡ଼ିକର ସୁପରିଚାଳନା ପାଇଁ ପ୍ରଚଳିତ ‘ଓଡ଼ିଶା ହିନ୍ଦୁ ଧାର୍ମିକ ଦେବୋତ୍ତର ଆଇନ ୧୯୫୧’ର ସଂଶୋଧନ କରାଯିବ। ଏହି ନୂତନ ସଂଶୋଧନ ଦ୍ୱାରା ମଠ-ମନ୍ଦିର ପରିଚାଳନା ପାଇଁ ସ୍ପଷ୍ଟ ଓ ନିର୍ଦ୍ଦିଷ୍ଟ ନୀତିନିୟମ…
୨୦୨୬-୨୭ ହେବ ଶତାବ୍ଦୀର ସବୁଠାରୁ ଉତ୍ତପ୍ତ ବର୍ଷ!
ସୁନ୍ଦରଗଡ଼ ଲାଇଭ୍: ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ବିପଦର ଘଣ୍ଟି ବଜାଇଛନ୍ତି ପାଣିପାଗ ବିଜ୍ଞାନୀ। ପ୍ରଶାନ୍ତ ମହାସାଗରରେ ଏକ ଅତି ଶକ୍ତିଶାଳୀ ‘ଏଲ୍-ନିନୋ’ ସୃଷ୍ଟି ହେଉଥିବା ବେଳେ, ଏହା ୧୯ଶ ଶତାବ୍ଦୀ ପରେ ସବୁଠାରୁ ଭୟଙ୍କର ରୂପ ନେଇପାରେ ବୋଲି…
କବି ଅମରେନ୍ଦ୍ର ମାଧବ ଦାଶ ପାଇବେ ‘କୈଳାସ ଚନ୍ଦ୍ର ସିଂହ ଯୁବ ସାରସ୍ୱତ ସମ୍ମାନ’
ସୁନ୍ଦରଗଡ଼ ଲାଇଭ୍ : ଓଡ଼ିଶାର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ‘ଉତ୍କଳ ସାହିତ୍ୟ ସମାଜ’ ପକ୍ଷରୁ ବାର୍ଷିକ ସମ୍ମାନାସ୍ପଦ ପୁରସ୍କାରାବଳୀ ଘୋଷଣା କରାଯାଇଛି। ଏହି କ୍ରମରେ କବି ଅମରେନ୍ଦ୍ର ମାଧବ ଦାଶଙ୍କୁ ମର୍ଯ୍ୟାଦାଜନକ ‘କୈଳାସ ଚନ୍ଦ୍ର ସିଂହ ଯୁବ ସାରସ୍ୱତ ସମ୍ମାନ’ରେ ସମ୍ମାନିତ…
ଉପରମୁହାଁ ଚିନି ଦର: ଇଥାନଲ୍ ଚର୍ଚ୍ଚାକୁ ଖଣ୍ଡନ କଲେ କେନ୍ଦ୍ର ସରକାର
ସୁନ୍ଦରଗଡ଼ ଲାଇଭ୍: ଚା’ର ମିଠା ଏବେ ପକେଟ୍ ଉପରେ ଭାରି ପଡ଼ୁଛି। ଗତ ଗୋଟିଏ ମାସ ମଧ୍ୟରେ ଦେଶରେ ଚିନି ଦର ହଠାତ୍ ବୃଦ୍ଧି ପାଇଛି। କିଲୋ ପିଛା ହାରାହାରି ଖୁଚୁରା ମୂଲ୍ୟ ୪୮.୧୮ ଟଙ୍କାରୁ ବଢ଼ି ୫୫.୭୦ ଟଙ୍କାରେ ପହଞ୍ଚିଥିବା…
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି! ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ
ସୁନ୍ଦରଗଡ଼ ଲାଇଭ୍: କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ‘ଖଣିଜ ଓ ଖଣି ଉନ୍ନୟନ ଏବଂ ନିୟନ୍ତ୍ରଣ’ (MMDR) ସଂଶୋଧନ ବିଲ୍କୁ ନେଇ ଓଡ଼ିଶା ରାଜନୀତି ଗରମାଗରମ ହୋଇଉଠିଛି। ଏହି ବିଲ୍ କାର୍ଯ୍ୟକାରୀ ହେଲେ ଓଡ଼ିଶା ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ବିପୁଳ…
ଅଗଷ୍ଟ ୨୯ ଯାଏଁ ଘଡ଼ଘଡ଼ି ସହ ଭାରି ବର୍ଷା ସମ୍ଭାବନା
ସୁନ୍ଦରଗଡ଼ ଲାଇଭ୍: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। କେନ୍ଦ୍ରୀୟ ମିଆଁମାର ଓ ତା’ର ଆଖପାଖ ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟସ୍ଥ ବଙ୍ଗୋପସାଗରରେ ପହଞ୍ଚିଛି,…
















