ଗାଏବ ରିପୋର୍ଟ ଖୋଜି ଦୋଷୀଙ୍କୁ ଦେବୁ ଦଣ୍ଡ: ମୁଖ୍ୟମନ୍ତ୍ରୀ
ସୁନ୍ଦରଗଡ଼ ଲାଇଭ୍: “ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ରକ୍ତର ପ୍ରତ୍ୟେକ ଟୋପାର ହିସାବ ନିଆଯିବ ଏବଂ ତାଙ୍କୁ ସମ୍ପୂର୍ଣ୍ଣ ନ୍ୟାୟ ମିଳିବ।” ଅନୁଗୋଳ ଜିଲ୍ଲା ତାଳଚେର ନିକଟସ୍ଥ ଗୁରୁଜାଙ୍ଗଠାରେ ଆୟୋଜିତ ସ୍ୱାମୀଜୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…
ରାଖୀ ପୂର୍ଣ୍ଣିମାରେ ସୁଭଦ୍ରା ଟଙ୍କା ପାଇବେ କୋଟିଏରୁ ଅଧିକ ମହିଳା
ସୁନ୍ଦରଗଡ଼ ଲାଇଭ୍: ଆସନ୍ତା ଅଗଷ୍ଟ ୨୮ ତାରିଖ ରାଖୀ ପୂର୍ଣ୍ଣିମା ଅବସରରେ ନୟାଗଡ଼ ଜିଲ୍ଲାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରାଯିବ। ଏହି ନିର୍ଦ୍ଧାରିତ ଦିନରେ ରାଜ୍ୟର ମୋଟ ୧,୦୩,୨୬,୧୬୨ ଜଣ ଯୋଗ୍ୟ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି…
ଓଡ଼ିଆ ସଙ୍ଗୀତ ଜଗତରେ ଶୋକ: ପରଲୋକରେ ବର୍ଷୀୟାନ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ
ସୁନ୍ଦରଗଡ଼ ଲାଇଭ୍: ଓଡ଼ିଆ ସଙ୍ଗୀତ ଜଗତରୁ ଅସ୍ତ ହେଲା ଆଉ ଏକ ଉଜ୍ଜ୍ୱଳ ତାରକା। ଅମର ଗାୟକ ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ୮୮ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ…
‘ଗ୍ରାମ ସମ୍ପଦ’ ଯୋଜନାରେ ପ୍ରତି ପଞ୍ଚାୟତରେ ଖର୍ଚ୍ଚ ହେବ ୧.୫ରୁ ୩ କୋଟି
ସୁନ୍ଦରଗଡ଼ ଲାଇଭ୍: ଗ୍ରାମାଞ୍ଚଳର ଚେହେରା ବଦଳାଇବା ସହ ସହରୀ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ‘ଗ୍ରାମ ସମ୍ପଦ’ କାର୍ଯ୍ୟକ୍ରମ। ଏହି ଯୋଜନା ଅଧୀନରେ ରାଜ୍ୟର ପ୍ରତି ପଞ୍ଚାୟତରେ ଆଦର୍ଶ ଭିତ୍ତିଭୂମି ନିର୍ମାଣ କରାଯିବ ବୋଲି…
ଆଇଆଇଟି ଖଡ଼ଗପୁରର ଚେତାବନୀ: ଉପକୂଳ ଓଡ଼ିଶାକୁ ବଡ଼ ଭୂକମ୍ପ ଭୟ
ସୁନ୍ଦରଗଡ଼ ଲାଇଭ୍: ବଙ୍ଗୋପସାଗର ଆଭ୍ୟନ୍ତରୀଣ ଭୂଗର୍ଭରୁ ଆସିଛି ଏକ ଭୟାନକ ସଙ୍କେତ। ସୁପ୍ତ ଅବସ୍ଥାରେ ଥିବା ପୁରୁଣା ଭୂ-ଫାଟଗୁଡ଼ିକ ପୁଣି ସକ୍ରିୟ ହେବାରେ ଲାଗିଛନ୍ତି, ଯାହା ଆଗାମୀ ଦିନରେ ଓଡ଼ିଶା ସହ ପୂର୍ବ ଉପକୂଳରେ ଏକ ବଡ଼ ଧରଣର ଭୂକମ୍ପ ସୃଷ୍ଟି…
ଆକାଶଛୁଆଁ ପରିବା ଓ ରାସନ ଦର, ବିଗିଡ଼ିଲା ମାସିକ ବଜେଟ୍
ସୁନ୍ଦରଗଡ଼ ଲାଇଭ୍: ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ସାଧାରଣ ଖାଉଟିଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ପନିପରିବାଠାରୁ ଆରମ୍ଭ କରି ରାସନ ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହୋଇପଡ଼ିଥିବାରୁ ଲୋକଙ୍କ ପାଇଁ ଘର ଚଳାଇବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ପରିବା ହାଟରେ ପିଆଜ…
କମ୍ପାନୀ ପ୍ରୀତି ପାଇଁ ସୋଇଛି ପ୍ରଶାସନ: ନାକଟିଦେଉଳରେ ଆମ୍ବୁଲାନ୍ସ ବାଟ ଓଗାଳୁଛି କାଦୁଅ ରାସ୍ତା
ସୁନ୍ଦରଗଡ଼ ଲାଇଭ୍: ସରକାରୀ ବାବୁଙ୍କ କମ୍ପାନୀ ପ୍ରୀତି ଏବଂ ପ୍ରଶାସନିକ ଅବହେଳା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଗୋପାଳପୁର ପଞ୍ଚାୟତର ନାକଟିଦେଉଳ ଗ୍ରାମବାସୀ ଏବେ ବନ୍ଦୀ ଜୀବନ ବିତାଉଛନ୍ତି। ମହାଲକ୍ଷ୍ମୀ ଏରିଆରେ DBL କମ୍ପାନୀର ୬ ଲେନ୍ ବିଶିଷ୍ଟ ରାସ୍ତା…
ବନ୍ୟା ପୀଡ଼ିତଙ୍କୁ ୧୦ସୂତ୍ରୀ ଫର୍ମୁଲାରେ ମିଳିବ କ୍ଷତିପୂରଣ ଓ ସବସିଡି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସୁନ୍ଦରଗଡ଼ ଲାଇଭ୍: ରାଜ୍ୟର ବନ୍ୟାଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା ପୀଡ଼ିତଙ୍କ ପାଇଁ ୧୦୦୦ କୋଟି ଟଙ୍କାର ବିଶେଷ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ତୁରନ୍ତ ରିପୋର୍ଟ ଦେବାକୁ…
୧୪ ବର୍ଷ ପରେ ଜେଲ୍ରୁ ମୁକୁଳିବେ ଆଜାଦ
ସୁନ୍ଦରଗଡ଼ ଲାଇଭ୍: ଦୀର୍ଘ ୧୪ ବର୍ଷ ଧରି ବିଚାରାଧୀନ କଏଦୀ ଭାବେ ଜେଲ୍ରେ ଥିବା ପ୍ରମୁଖ ମାଓନେତା ଡୋନା କେଶବ ରାଓ ଓରଫ ଆଜାଦ୍ ସମସ୍ତ ମାମଲାରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପାରଳାଖେମୁଣ୍ଡିଠାରେ ଗଠିତ ସ୍ୱତନ୍ତ୍ର ଅଦାଲତରେ ତାଙ୍କ…
ଶକ୍ତିଶାଳୀ ‘ଏଲ୍ ନିନୋ’ ପ୍ରଭାବରେ ମୌସୁମୀ ନେଲା ନୂଆ ମୋଡ଼, ୭୦% ମରୁଡ଼ି ଆଶଙ୍କା ନେଇ ଚିନ୍ତାରେ ଚାଷୀ
ସୁନ୍ଦରଗଡ଼ ଲାଇଭ୍: ଘରୋଇ ପାଣିପାଗ ପୂର୍ବାନୁମାନ ଏଜେନ୍ସି ‘ସ୍କାଏମେଟ୍’ ୨୦୨୬ ଦକ୍ଷିଣ-ପଶ୍ଚିମ ମୌସୁମୀ ନେଇ ନିଜର ଆକଳନରେ ବଡ଼ ଧରଣର ସଂଶୋଧନ କରିଛି। କ୍ରମାଗତ ଭାବେ ଶକ୍ତିଶାଳୀ ହେବାରେ ଲାଗିଥିବା ‘ଏଲ୍ ନିନୋ’ ଏବଂ ଭାରତ ମହାସାଗର ଡାଇପୋଲର ଅନିଶ୍ଚିତତା ଯୋଗୁଁ…
















