ବୋଟ୍ରେ ବୁଲି ମୁଖ୍ୟମନ୍ତ୍ରୀ ଦେଖିଲେ ଯାଜପୁର ଦୁର୍ଦ୍ଦଶା
ସୁନ୍ଦରଗଡ଼ ଲାଇଭ୍: ଯାଜପୁର ଜିଲ୍ଲାରେ ବୈତରଣୀ ନଦୀର ଚତୁର୍ଥ ବନ୍ୟା ଯୋଗୁଁ ସ୍ଥିତି ସଙ୍ଗୀନ ହୋଇପଡ଼ିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ବନ୍ୟା ଅଞ୍ଚଳ ଗସ୍ତ କରି ସ୍ଥିତି ପରଖିଛନ୍ତି। ଦଶରଥପୁର ବ୍ଲକର ପତିରି ଘାଟରୁ ଏକ ସ୍ୱତନ୍ତ୍ର ବୋଟ୍…
ଏଗ୍ରିଷ୍ଟେକ୍ ଆଇଡି ଦ୍ୱନ୍ଦ୍ୱ ଦୂରକଲେ ମନ୍ତ୍ରୀ
ସୁନ୍ଦରଗଡ଼ ଲାଇଭ୍: ସମ୍ବଲପୁରରେ ଆୟୋଜିତ ୮୦ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏଗ୍ରିଷ୍ଟେକ୍ ଆଇଡି (Agristack ID)କୁ ନେଇ ଚାଷୀଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି। ସେ ସ୍ପଷ୍ଟ…
ଓଡ଼ିଶାର ନୂଆ ପ୍ରଭାରୀ ଡିଜିପି ବିନୟତୋଷ ମିଶ୍ର
ସୁନ୍ଦରଗଡ଼ ଲାଇଭ୍: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ. ବି. ଖୁରାନିଆଙ୍କ ଅବସର ପରେ ୧୯୯୩ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ଓଡ଼ିଶା ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ସ୍ଥାୟୀ ଡିଜିପି ନିଯୁକ୍ତ ନହେବା ପର୍ଯ୍ୟନ୍ତ…
୯ମ ବର୍ଷ ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ସମ୍ଭାବନା
ସୁନ୍ଦରଗଡ଼ ଲାଇଭ୍: ଚଳିତ ଶିକ୍ଷାବର୍ଷରେ ମଧ୍ୟ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ହେବାର କୌଣସି ସମ୍ଭାବନା ଦେଖାଯାଉନାହିଁ। ଯଦି ଏହା ହୁଏ, ତେବେ ଲଗାତାର ନବମ ବର୍ଷ ପାଇଁ କ୍ୟାମ୍ପସରେ ଭୋଟଗ୍ରହଣ ବନ୍ଦ ରହିବ। ଯଦିଓ ଉଚ୍ଚଶିକ୍ଷା…
ଫୁଲୁଛି ବୈତରଣୀ, ସାଳନ୍ଦୀ, ଜଳକା, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା
ସୁନ୍ଦରଗଡ଼ ଲାଇଭ୍: ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଏବଂ ଉପରମୁଣ୍ଡରୁ ଆସୁଥିବା ବନ୍ୟାଜଳ ଯୋଗୁଁ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ବୈତରଣୀ, ସାଳନ୍ଦୀ, ଜଳକା, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ବାଲେଶ୍ୱର, ଭଦ୍ରକ,…
ଗାତରେ ଫସିଛି ହାତୀ ଛୁଆ, ଉଦ୍ଧାର ପାଇଁ ବନ ବିଭାଗର ଉଦ୍ୟମ
ସୁନ୍ଦରଗଡ଼ ଲାଇଭ୍: ଜଙ୍ଗଲ ଭିତରୁ ଶୁଭୁଥିଲା ମାଆ ହାତୀର ବିକଳ ଚିତ୍କାର। ଶବ୍ଦ ଶୁଣି ସ୍ଥାନୀୟ ଲୋକେ ନିକଟକୁ ଯାଇ ଦେଖିବା ପରେ ସାମ୍ନାକୁ ଆସିଥିଲା ଏକ ହୃଦୟସ୍ପର୍ଶୀ ଦୃଶ୍ୟ। ଗାତ ଭିତରେ ପଡ଼ି ଫସି ରହିଥିଲା ଏକ ହାତୀ ଛୁଆ।…
ଓଡ଼ିଶା ଡିଜିପି ନିଯୁକ୍ତି ଉପରେ ସୁପ୍ରିମକୋର୍ଟଙ୍କ ରୋକ୍
ସୁନ୍ଦରଗଡ଼ ଲାଇଭ୍: ଓଡ଼ିଶାର ନୂତନ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଚୟନ ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟ ଅନ୍ତରୀଣ ରୋକ୍ ଲଗାଇଛନ୍ତି। ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଏହି ନିଯୁକ୍ତି ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନନେବାକୁ ସର୍ବୋଚ୍ଚ ଅଦାଲତ UPSC ଏବଂ ରାଜ୍ୟ…
‘ଏଗ୍ରିଷ୍ଟାକ୍’ ଓ ‘ଆଖି ସ୍କାନ୍’ ଚକ୍ରବ୍ୟୂହ: ଧାନ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ
ସୁନ୍ଦରଗଡ଼ ଲାଇଭ୍: ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ପାଇଁ ସରକାର ଲାଗୁ କରିଥିବା ନୂଆ ‘ଏଗ୍ରିଷ୍ଟାକ୍’ ବ୍ୟବସ୍ଥା ଓ କଠୋର ପଞ୍ଜୀକରଣ ନିୟମ ଏବେ ଚାଷୀଙ୍କ ପାଇଁ କାଳ ସାଜିଛି। କଳାହାଣ୍ଡିର ଜୟପାଟଣାରୁ ଆରମ୍ଭ କରି ବରଗଡ଼ ଓ ପୁରୀର…
ମଶାଣିରୁ ଗାଏବ ହେଉଛି ଶବ: ରହସ୍ୟ ଘେରରେ ମଣୀନାଥପୁର
ସୁନ୍ଦରଗଡ଼ ଲାଇଭ୍: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ ଷୋଳମପୁର ପଞ୍ଚାୟତର ମଣୀନାଥପୁର ଗାଁ ମଶାଣିରୁ ପୁଣି ତିନୋଟି ମୃତଦେହ ଗାଏବ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଶ୍ଚର୍ଯ୍ୟ ଓ ସନ୍ଦେହ ସୃଷ୍ଟି କରିଛି। ଗତ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ…
ମାଡ଼ି ଆସୁଛି ଅବପାତ: ଓଡ଼ିଶାରେ ଭାରି ବର୍ଷା ସମ୍ଭାବନା
ସୁନ୍ଦରଗଡ଼ ଲାଇଭ୍: ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାକୁ ଯାଉଛି। ଏହାର ପ୍ରଭାବରେ ରାଜ୍ୟର ଅନେକ ପ୍ରାନ୍ତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ପାଇଁ କେନ୍ଦୁଝର…
















