ଓଡ଼ିଶା ଲୋକଭବନକୁ ମିଳିଲା ସମ୍ମାନଜନକ IGBC ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ୍

ସୁନ୍ଦରଗଡ଼ ଲାଇଭ୍ : ଓଡ଼ିଶା ଲୋକଭବନ ଭାରତୀୟ ଗ୍ରୀନ୍ ବିଲ୍ଡିଂ କାଉନ୍ସିଲ୍ (IGBC)ର ପ୍ରସିଦ୍ଧ ‘ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ୍’ ହାସଲ କରିଛି। ସମଗ୍ର ଦେଶରେ ପ୍ରଥମ ଲୋକଭବନ (ରାଜ୍ୟପାଳ/ସରକାରୀ ପ୍ରଶାସନିକ କେନ୍ଦ୍ର) ଭାବେ ଓଡ଼ିଶା ଲୋକଭବନ ଏହି ବିରଳ ଗୌରବର…

ବଢିଲା ‘ବିଦେଶ ଶିକ୍ଷାବୃତ୍ତି’ ଆବେଦନ ସମୟସୀମା

ସୁନ୍ଦରଗଡ଼ ଲାଇଭ୍ : ଓଡ଼ିଶାର ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ବର୍ଗର ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଦେଶରେ ଉଚ୍ଚଶିକ୍ଷା ଯୋଗାଇଦେବା ପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା’ (MMCPY) ଅଧୀନରେ ‘ବିଦେଶ ଶିକ୍ଷାବୃତ୍ତି’…

ସେପ୍ଟେମ୍ବର ୩ରୁ ବିଏମସିରେ ଆରମ୍ଭ ହେବ ଭୋଟର ପାଇଲଟ୍ ସର୍ଭେ

ସୁନ୍ଦରଗଡ଼ ଲାଇଭ୍: ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ, ନିର୍ଭୁଲ ଏବଂ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକା ସଂଶୋଧନ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହି କ୍ରମରେ ପ୍ରଥମେ ଭୁବନେଶ୍ୱର ମହାନଗର…

ରାଜ୍ୟରେ ବନ୍ଦ ହେବ ଗୁଟଖା ବ୍ୟବସାୟ: ସବୁ ଆବେଦନକୁ ଖାରଜ କଲେ ହାଇକୋର୍ଟ

ସୁନ୍ଦରଗଡ଼ ଲାଇଭ୍: ଓଡ଼ିଶାରେ ଗୁଟଖା ଏବଂ ଚିୱିଙ୍ଗ୍ ଟବାକୋ (ଜର୍ଦ୍ଦା/ଖୈନି) ବ୍ୟବସାୟ ନିଷେଧ ନେଇ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗତ ଜାନୁଆରୀ ୨୧ ତାରିଖରେ ଜାରି ହୋଇଥିବା…

ଲଣ୍ଡନରୁ ମାନସସରୋବର ବୁଲିବାକୁ ଯାଇ ୪ ଓଡ଼ିଆଙ୍କ ମୃତ୍ୟୁ

ସୁନ୍ଦରଗଡ଼ ଲାଇଭ୍: ନେପାଳରେ ବୁଧବାର ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ଓ ଜଳପ୍ରଳୟରେ ୪ ଜଣ ଓଡ଼ିଆଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସୁରଭି, ତାଙ୍କ ସ୍ୱାମୀ ସନ୍ତୋଷ ସାହୁ, ପୁଅ ସ୍ପନ୍ଦନ ସାହୁ ଏବଂ ଝିଅ ସ୍ୟାନା କୁମାରୀ…

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ

ସୁନ୍ଦରଗଡ଼ ଲାଇଭ୍: ବହୁଚର୍ଚ୍ଚିତ ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଗତ ଜୁଲାଇ ୩୧ ତାରିଖରେ ଏହି ଜାମିନ ଆବେଦନର ଶୁଣାଣି ଶେଷ ହୋଇ ରାୟ…

ସେପ୍ଟେମ୍ବରରେ ସମେଟିଭ୍-୧ ପରୀକ୍ଷା, ଏଯାଏଁ ମିଳିଲାନି ସଂଶୋଧିତ ପାଠ୍ୟପୁସ୍ତକ

ସୁନ୍ଦରଗଡ଼ ଲାଇଭ୍: ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସମେଟିଭ୍-୧ ପରୀକ୍ଷା ପାଇଁ ଆଉ ମାତ୍ର ୪ ସପ୍ତାହ ସମୟ ବାକି ରହିଥିବା ବେଳେ ଏପର୍ଯ୍ୟନ୍ତ ସଂଶୋଧିତ ପାଠ୍ୟପୁସ୍ତକ ନମିଳିବା ଶିକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନୂତନ…

ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ଆଶଙ୍କା, ମୟୂରଭଞ୍ଜକୁ ‘ରେଡ୍ ଆଲର୍ଟ’

ସୁନ୍ଦରଗଡ଼ ଲାଇଭ୍: ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ତାହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜିଠାରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟସାରା ବର୍ଷାର ବିସ୍ତୃତି ଓ ପରିମାଣ ଯଥେଷ୍ଟ ବୃଦ୍ଧି ପାଇବ…

ବୃହତ୍ ଶିଳ୍ପ ନିବେଶ ପ୍ରକଳ୍ପ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ସୁନ୍ଦରଗଡ଼ ଲାଇଭ୍: ଓଡ଼ିଶାରେ ବୃହତ୍ ଶିଳ୍ପ ନିବେଶ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଏବଂ ସେଗୁଡ଼ିକର ସୁଗମ କାର୍ଯ୍ୟାନ୍ୱୟନରେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ…

ସୁଭଦ୍ରା ଟଙ୍କାକୁ ନେଇ ସ୍ତ୍ରୀଙ୍କୁ ହତ୍ୟା, ମଦ୍ୟପ ସ୍ୱାମୀ ଗିରଫ

ସୁନ୍ଦରଗଡ଼ ଲାଇଭ୍: ସୁଭଦ୍ରା ଯୋଜନାର ଟଙ୍କାକୁ ନେଇ ସୃଷ୍ଟି ହୋଇଥିବା ପାରିବାରିକ କଳହ ଶେଷରେ ଜଣେ ମହିଳାଙ୍କ ଜୀବନ ନେଇଛି। ଟଙ୍କା ନଦେବାରୁ ମଦ୍ୟପ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ମାଡ଼ ମାରି ହତ୍ୟା କରିବା ପରେ ଘର ପଛପଟ ଲାଟ୍ରିନ୍‌ ଟାଙ୍କିରେ…