ରେଭେନ୍ସା କ୍ୟାମ୍ପସରେ ବାହ୍ୟ ରାଜନୈତିକ ହସ୍ତକ୍ଷେପ ଅଭିଯୋଗ, କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ସୁନ୍ଦରଗଡ଼ ଲାଇଭ୍: କଟକ ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବୃଦ୍ଧି ପାଇବାରେ ଲାଗିଛି ବିବାଦ। କ୍ୟାମ୍ପସରେ ବାହ୍ୟ ଏବଂ ରାଜନୈତିକ ହସ୍ତକ୍ଷେପକୁ ବିରୋଧ କରି ଶୁକ୍ରବାର ଦିନ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘର ସଦସ୍ୟମାନେ ସମୂହ ଛୁଟିରେ ଯାଇ ଗଣପ୍ରତିବାଦ କରିଛନ୍ତି। ଅଧ୍ୟାପକମାନେ କଳା…

୧ କୋଟି ୩ ଲକ୍ଷ ଆକାଉଣ୍ଟକୁ ଗଲା ୫,୧୬୩ କୋଟି ‘ସୁଭଦ୍ରା’ ଟଙ୍କା

ସୁନ୍ଦରଗଡ଼ ଲାଇଭ୍: ନୟାଗଡ଼ ଜିଲ୍ଲାର ଲାଠିପଡ଼ାଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରିଛନ୍ତି। ଏହି କିସ୍ତିରେ ରାଜ୍ୟର ୧ କୋଟି ୩ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ…

ନେପାଳରେ ବନ୍ୟାର ମହାବିପତ୍ତି: ମୃତଦେହ ରଖିବାକୁ ଜାଗା ନାହିଁ ସୁନ୍ଦରଗଡ଼ ଲାଇଭ୍: ନେପାଳରେ ଘଟିଥିବା ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ସ୍ଥିତି ଅତ୍ୟନ୍ତ ଭୟାବହ ହୋଇପଡ଼ିଛି। ଶୁକ୍ରବାର ଅପରାହ୍ଣ ସୁଦ୍ଧା ମୃତ୍ୟୁ ସଂଖ୍ୟା ୫୪୭ରେ ପହଞ୍ଚିଥିବା ବେଳେ ୧,୦୦୦ରୁ ଅଧିକ ଲୋକ ଏବେ…

ସୁନ୍ଦରଗଡ଼ ଜେଲ୍‌ରେ ପାଳିତ ହେଲା ରକ୍ଷାବନ୍ଧନ

ସୁନ୍ଦରଗଡ଼ ଲାଇଭ୍: ସମ୍ପର୍କର ନିବିଡ଼ତା ଆଗରେ ହାର୍‌ ମାନିଛି ଜେଲ୍‌ର ସୀମା ଓ ଚାରି କାନ୍ଥ। ପବିତ୍ର ରକ୍ଷାବନ୍ଧନ ଅବସରରେ ସୁନ୍ଦରଗଡ଼ ଜିଲ୍ଲା କାରାଗାରରେ ଭାଇ-ଭଉଣୀଙ୍କ ଅନାବିଳ ଭଲପାଇବାର ଏକ ଅତ୍ୟନ୍ତ ଭାବପୂର୍ଣ୍ଣ ଚିତ୍ର ଦେଖିବାକୁ ମିଳିଛି। ବିଭିନ୍ନ ଅପରାଧରେ ସଜା…

ଆନ୍ଧ୍ରର ‘ନେରେଡ଼ି’ ପ୍ରକଳ୍ପ ପାଇଁ ଗଜପତିର ୧୦୬ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ

ସୁନ୍ଦରଗଡ଼ ଲାଇଭ୍: ବଂଶଧାରା ନଦୀ ଉପରେ ଆନ୍ଧ୍ରପ୍ରଦେଶର ପ୍ରସ୍ତାବିତ ନେରେଡ଼ି ବ୍ୟାରେଜ୍‌ ନିର୍ମାଣ ପାଇଁ ଗଜପତି ଜିଲ୍ଲାରୁ ୧୦୬ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। କାଶୀନଗର ତହସିଲ ଅଞ୍ଚଳରେ ଜମି ଚିହ୍ନଟ ଓ ଯାଞ୍ଚ ପାଇଁ ପ୍ରଶାସନିକ ତତ୍ପରତା…

ହାଇଦ୍ରାବାଦରୁ ୫ ନାବାଳିକା ଉଦ୍ଧାର, ମୁଖ୍ୟ ଦଲାଲ ଗିରଫ

ସୁନ୍ଦରଗଡ଼ ଲାଇଭ୍: ମାନବ ଚାଲାଣ ଘଟଣାରେ ଗଜପତି ପୋଲିସକୁ ମିଳିଛି ବଡ଼ ସଫଳତା। ତେଲେଙ୍ଗାନାର ହାଇଦ୍ରାବାଦରୁ ୫ ଜଣ ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଅଡ଼ବା ପୋଲିସ। ଏହି ଘଟଣାରେ ଜଡ଼ିତ ମୁଖ୍ୟ ଦଲାଲ ରାଜକୁମାର ବସ୍ତ୍ରରାୟଙ୍କୁ ପୋଲିସ ଗିରଫ…

ନୂଆ ପରିବହନ ନୀତି କଡ଼ାକଡ଼ି: ଓଡ଼ିଶାରେ ୨୦ ଲକ୍ଷ ଗାଡ଼ିର ଆର୍‌ସି ବାତିଲ୍‌

ସୁନ୍ଦରଗଡ଼ ଲାଇଭ୍: କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରଣାଳୟର ‘ଭେଇକିଲ୍ କ୍ଲାସିଫିକେସନ୍‌’ ଓ ପୁରୁଣା ଗାଡ଼ି ନୀତିକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ଏହି ନୂଆ ନିୟମ ଅନୁଯାୟୀ, କାଗଜପତ୍ର ନବୀକରଣ ହୋଇନଥିବା ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇବା ପାଇଁ…

ନେପାଳରେ ପ୍ରଳୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା ୩୩୨କୁ ବୃଦ୍ଧି

ସୁନ୍ଦରଗଡ଼ ଲାଇଭ୍: ନେପାଳର ରସୁୱା ଅଞ୍ଚଳରେ ଘଟିଥିବା ପ୍ରଳୟକାରୀ ବନ୍ୟା ଯୋଗୁଁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୩୩୨ରେ ପହଞ୍ଚିଥିବା ବେଳେ ୧୫୦୦ରୁ ଅଧିକ ଲୋକ ନିଖୋଜ ଥିବାରୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବା…

ପ୍ରଭୁ ବଳଦେବଜୀଉଙ୍କ ଜନ୍ମୋତ୍ସବ: ତୁଳସୀ କ୍ଷେତ୍ରରେ ଉତ୍ସବର ମାହୋଲ

ସୁନ୍ଦରଗଡ଼ ଲାଇଭ୍: ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ରକ୍ଷାବନ୍ଧନ ଅବସରରେ ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସବ ଧୂମ୍‌ଧାମ୍‌ରେ ପାଳିତ ହେଉଛି। ଏହି ବିଶେଷ ଦିନ ପାଇଁ ମନ୍ଦିରରେ ସ୍ୱତନ୍ତ୍ର ପାରମ୍ପରିକ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ପ୍ରଭୁଙ୍କ ନିକଟରେ…

ସେପ୍ଟେମ୍ବର ୨୨ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ

ସୁନ୍ଦରଗଡ଼ ଲାଇଭ୍: ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ମୌସୁମୀ ଅଧିବେଶନରେ ମୋଟ ୯ଟି କାର୍ଯ୍ୟଦିବସ ରହିଥିବା ବେଳେ, ଏହି ଅବଧି…