ଶକ୍ତିଶାଳୀ ‘ଏଲ୍ ନିନୋ’ ପ୍ରଭାବରେ ମୌସୁମୀ ନେଲା ନୂଆ ମୋଡ଼, ୭୦% ମରୁଡ଼ି ଆଶଙ୍କା ନେଇ ଚିନ୍ତାରେ ଚାଷୀ
ସୁନ୍ଦରଗଡ଼ ଲାଇଭ୍: ଘରୋଇ ପାଣିପାଗ ପୂର୍ବାନୁମାନ ଏଜେନ୍ସି ‘ସ୍କାଏମେଟ୍’ ୨୦୨୬ ଦକ୍ଷିଣ-ପଶ୍ଚିମ ମୌସୁମୀ ନେଇ ନିଜର ଆକଳନରେ ବଡ଼ ଧରଣର ସଂଶୋଧନ କରିଛି। କ୍ରମାଗତ ଭାବେ ଶକ୍ତିଶାଳୀ ହେବାରେ ଲାଗିଥିବା ‘ଏଲ୍ ନିନୋ’ ଏବଂ ଭାରତ ମହାସାଗର ଡାଇପୋଲର ଅନିଶ୍ଚିତତା ଯୋଗୁଁ…
୨୨ରୁ କଳିଙ୍ଗ ଷ୍ଟାଡିୟମରେ ଇଣ୍ଡିଆନ୍ ଓପନ୍ ଆଥଲେଟିକ୍ସ ସିଲଭର ଲେଭଲ୍ ଟୁର୍
ସୁନ୍ଦରଗଡ଼ ଲାଇଭ୍: ଆସନ୍ତା ୨୨ ତାରିଖରୁ ଭୁବନେଶ୍ୱରର ପ୍ରସିଦ୍ଧ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ‘ଇଣ୍ଡିଆନ୍ ଓପନ୍ ୱାଲ୍ଡ ଆଥଲେଟିକ୍ସ ସିଲଭର ଲେଭଲ୍ କଣ୍ଟିନେଣ୍ଟାଲ୍ ଟୁର୍ ୨୦୨୬’। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଆଥଲେଟିକ୍ସ ଫେଡେରେସନ୍…
ବୋଟ୍ରେ ବୁଲି ମୁଖ୍ୟମନ୍ତ୍ରୀ ଦେଖିଲେ ଯାଜପୁର ଦୁର୍ଦ୍ଦଶା
ସୁନ୍ଦରଗଡ଼ ଲାଇଭ୍: ଯାଜପୁର ଜିଲ୍ଲାରେ ବୈତରଣୀ ନଦୀର ଚତୁର୍ଥ ବନ୍ୟା ଯୋଗୁଁ ସ୍ଥିତି ସଙ୍ଗୀନ ହୋଇପଡ଼ିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ବନ୍ୟା ଅଞ୍ଚଳ ଗସ୍ତ କରି ସ୍ଥିତି ପରଖିଛନ୍ତି। ଦଶରଥପୁର ବ୍ଲକର ପତିରି ଘାଟରୁ ଏକ ସ୍ୱତନ୍ତ୍ର ବୋଟ୍…
ବିଜେପିର ନୂଆ କେନ୍ଦ୍ରୀୟ ଟିମ୍ ଘୋଷଣା: ଦୁଇ ଓଡ଼ିଆଙ୍କୁ ବଡ଼ ଦାୟିତ୍ୱ
ସୁନ୍ଦରଗଡ଼ ଲାଇଭ୍: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନିଜର ନୂତନ କେନ୍ଦ୍ରୀୟ ସାଙ୍ଗଠନିକ ଟିମ୍ ଘୋଷଣା କରିଛନ୍ତି। ଏହି ନୂଆ ଦଳରେ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କ ସହ ମହିଳା ଓ ଯୁବ ନେତୃତ୍ୱକୁ ବିଶେଷ…
ଏଗ୍ରିଷ୍ଟେକ୍ ଆଇଡି ଦ୍ୱନ୍ଦ୍ୱ ଦୂରକଲେ ମନ୍ତ୍ରୀ
ସୁନ୍ଦରଗଡ଼ ଲାଇଭ୍: ସମ୍ବଲପୁରରେ ଆୟୋଜିତ ୮୦ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏଗ୍ରିଷ୍ଟେକ୍ ଆଇଡି (Agristack ID)କୁ ନେଇ ଚାଷୀଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି। ସେ ସ୍ପଷ୍ଟ…
ଓଡ଼ିଶାର ନୂଆ ପ୍ରଭାରୀ ଡିଜିପି ବିନୟତୋଷ ମିଶ୍ର
ସୁନ୍ଦରଗଡ଼ ଲାଇଭ୍: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ. ବି. ଖୁରାନିଆଙ୍କ ଅବସର ପରେ ୧୯୯୩ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ଓଡ଼ିଶା ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ସ୍ଥାୟୀ ଡିଜିପି ନିଯୁକ୍ତ ନହେବା ପର୍ଯ୍ୟନ୍ତ…
୯ମ ବର୍ଷ ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ସମ୍ଭାବନା
ସୁନ୍ଦରଗଡ଼ ଲାଇଭ୍: ଚଳିତ ଶିକ୍ଷାବର୍ଷରେ ମଧ୍ୟ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ହେବାର କୌଣସି ସମ୍ଭାବନା ଦେଖାଯାଉନାହିଁ। ଯଦି ଏହା ହୁଏ, ତେବେ ଲଗାତାର ନବମ ବର୍ଷ ପାଇଁ କ୍ୟାମ୍ପସରେ ଭୋଟଗ୍ରହଣ ବନ୍ଦ ରହିବ। ଯଦିଓ ଉଚ୍ଚଶିକ୍ଷା…
ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ବୋମା ଧମକ: ହାଇ ଆଲର୍ଟରେ ରାଜଧାନୀ
ସୁନ୍ଦରଗଡ଼ ଲାଇଭ୍: ସ୍ୱାଧୀନତା ଦିବସର ଦିନକ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଖୋଲା ଧମକ। ଦିଲ୍ଲୀ ହାଇକୋର୍ଟ, ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର, ଦିଲ୍ଲୀ ମେଟ୍ରୋ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟକୁ ବିସ୍ଫୋରଣ କରିବା…
ଫୁଲୁଛି ବୈତରଣୀ, ସାଳନ୍ଦୀ, ଜଳକା, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା
ସୁନ୍ଦରଗଡ଼ ଲାଇଭ୍: ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଏବଂ ଉପରମୁଣ୍ଡରୁ ଆସୁଥିବା ବନ୍ୟାଜଳ ଯୋଗୁଁ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ବୈତରଣୀ, ସାଳନ୍ଦୀ, ଜଳକା, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ବାଲେଶ୍ୱର, ଭଦ୍ରକ,…
ଗାତରେ ଫସିଛି ହାତୀ ଛୁଆ, ଉଦ୍ଧାର ପାଇଁ ବନ ବିଭାଗର ଉଦ୍ୟମ
ସୁନ୍ଦରଗଡ଼ ଲାଇଭ୍: ଜଙ୍ଗଲ ଭିତରୁ ଶୁଭୁଥିଲା ମାଆ ହାତୀର ବିକଳ ଚିତ୍କାର। ଶବ୍ଦ ଶୁଣି ସ୍ଥାନୀୟ ଲୋକେ ନିକଟକୁ ଯାଇ ଦେଖିବା ପରେ ସାମ୍ନାକୁ ଆସିଥିଲା ଏକ ହୃଦୟସ୍ପର୍ଶୀ ଦୃଶ୍ୟ। ଗାତ ଭିତରେ ପଡ଼ି ଫସି ରହିଥିଲା ଏକ ହାତୀ ଛୁଆ।…
















