ଓଡ଼ିଶା ଡିଜିପି ନିଯୁକ୍ତି ଉପରେ ସୁପ୍ରିମକୋର୍ଟଙ୍କ ରୋକ୍
ସୁନ୍ଦରଗଡ଼ ଲାଇଭ୍: ଓଡ଼ିଶାର ନୂତନ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଚୟନ ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟ ଅନ୍ତରୀଣ ରୋକ୍ ଲଗାଇଛନ୍ତି। ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଏହି ନିଯୁକ୍ତି ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନନେବାକୁ ସର୍ବୋଚ୍ଚ ଅଦାଲତ UPSC ଏବଂ ରାଜ୍ୟ…
ହଟ୍ଟଗୋଳ ଭିତରେ ସରିଲା ଲୋକସଭାର ମୌସୁମୀ ଅଧିବେଶନ
ସୁନ୍ଦରଗଡ଼ ଲାଇଭ୍: ଅବିରତ ହଙ୍ଗାମା ଓ ନାରାବାଜି ଭିତରେ ଶେଷ ହୋଇଛି ସଂସଦର ମୌସୁମୀ ଅଧିବେଶନ। ଅଧିବେଶନର ଅନ୍ତିମ ଦିବସରେ ଗୃହ କାର୍ଯ୍ୟ ମାତ୍ର ଏକ ମିନିଟ୍ ଚାଲିବା ପରେ ବାଚସ୍ପତି ଓମ୍ ବିର୍ଲା ‘ବନ୍ଦେ ମାତରମ୍’ ଗାନ କରାଇ ଲୋକସଭାକୁ…
ନିଶ୍ଚିନ୍ତକୋଇଲି ଗଣଦୁଷ୍କର୍ମ ମାମଲା: ୫ ଗିରଫ, ଚଢ଼ାଉ ଜାରି
ସୁନ୍ଦରଗଡ଼ ଲାଇଭ୍: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ସମ୍ବେଦନଶୀଳ ମାମଲାରେ ସଂପୃକ୍ତ ୫ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ଧରିବା…
‘ଏଗ୍ରିଷ୍ଟାକ୍’ ଓ ‘ଆଖି ସ୍କାନ୍’ ଚକ୍ରବ୍ୟୂହ: ଧାନ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ
ସୁନ୍ଦରଗଡ଼ ଲାଇଭ୍: ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ପାଇଁ ସରକାର ଲାଗୁ କରିଥିବା ନୂଆ ‘ଏଗ୍ରିଷ୍ଟାକ୍’ ବ୍ୟବସ୍ଥା ଓ କଠୋର ପଞ୍ଜୀକରଣ ନିୟମ ଏବେ ଚାଷୀଙ୍କ ପାଇଁ କାଳ ସାଜିଛି। କଳାହାଣ୍ଡିର ଜୟପାଟଣାରୁ ଆରମ୍ଭ କରି ବରଗଡ଼ ଓ ପୁରୀର…
ମଶାଣିରୁ ଗାଏବ ହେଉଛି ଶବ: ରହସ୍ୟ ଘେରରେ ମଣୀନାଥପୁର
ସୁନ୍ଦରଗଡ଼ ଲାଇଭ୍: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ ଷୋଳମପୁର ପଞ୍ଚାୟତର ମଣୀନାଥପୁର ଗାଁ ମଶାଣିରୁ ପୁଣି ତିନୋଟି ମୃତଦେହ ଗାଏବ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଶ୍ଚର୍ଯ୍ୟ ଓ ସନ୍ଦେହ ସୃଷ୍ଟି କରିଛି। ଗତ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ…
ମାଡ଼ି ଆସୁଛି ଅବପାତ: ଓଡ଼ିଶାରେ ଭାରି ବର୍ଷା ସମ୍ଭାବନା
ସୁନ୍ଦରଗଡ଼ ଲାଇଭ୍: ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାକୁ ଯାଉଛି। ଏହାର ପ୍ରଭାବରେ ରାଜ୍ୟର ଅନେକ ପ୍ରାନ୍ତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ପାଇଁ କେନ୍ଦୁଝର…
ହିମାଚଳରେ ମୌସୁମୀ ବିପର୍ଯ୍ୟୟ: ୧୫୭ ମୃତ
ସୁନ୍ଦରଗଡ଼ ଲାଇଭ୍: ଲଗାଣ ବର୍ଷା, ଭୂସ୍ଖଳନ ଓ ଆକସ୍ମିକ ବନ୍ୟା ଯୋଗୁଁ ହିମାଚଳ ପ୍ରଦେଶରେ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ଜୁନ୍ ୩୦ରୁ ଅଗଷ୍ଟ ୯ ମଧ୍ୟରେ ବର୍ଷାଜନିତ ଘଟଣା ଓ ଦୁର୍ଘଟଣାରେ ୧୫୭ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୫୭ ଜଣ…
ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ!
ସୁନ୍ଦରଗଡ଼ ଲାଇଭ୍: ରାଜ୍ୟରେ ଶାସନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ନିରପେକ୍ଷ ଓ ଜବାବଦେହୀ କରିବା ପାଇଁ ଖୁବଶୀଘ୍ର ଲୋକାୟୁକ୍ତ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ…
ମାଗଣା ଯୋଜନା ନେଇ ଅର୍ଥ କମିସନଙ୍କ ସତର୍କବାଣୀ
ସୁନ୍ଦରଗଡ଼ ଲାଇଭ୍: ମାଗଣା ଓ ଲୋକପ୍ରିୟ ଯୋଜନାରେ ଅତ୍ୟଧିକ ସରକାରୀ ଖର୍ଚ୍ଚ ରାଜ୍ୟଗୁଡ଼ିକର ଦୀର୍ଘକାଳୀନ ବିକାଶକୁ ବାଧାପ୍ରାପ୍ତ କରିପାରେ ବୋଲି ଷୋଡ଼ଶ ଅର୍ଥ କମିସନ ସତର୍କ କରାଇଛନ୍ତି। ନିଜର ଆୟ ଓ ଆର୍ଥିକ ସାମର୍ଥ୍ୟକୁ ବିଚାର ନକରି ଏହିପରି ଯୋଜନାରେ ଅଧିକ…
ହେମଗିରି ବନବିଭାଗ କର୍ମଚାରୀଙ୍କ ନିଦ ହଜାଇଦେଇଛି ହାତୀ
ସୁନ୍ଦରଗଡ଼ ଲାଇଭ୍: ହେମଗିରି ଅଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ିଚାଲିଥିବା ବେଳେ ଏବେ ବନବିଭାଗ କର୍ମଚାରୀଙ୍କ ମଧ୍ୟ ନିଦ ହଜିଯାଇଛି। ଦିନବେଳା ହାତୀ ନିକଟସ୍ଥ ଧନୁବାଉଁସ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଜଙ୍ଗଲ ନିକଟସ୍ଥ ଗ୍ରାମଗୁଡ଼ିକରେ ପ୍ରବେଶ କରୁଥିବା…
















