ଆଦିବାସୀ ଙ୍ଗଲର ରକ୍ଷକ, ପ୍ରକୃତିର ସୁରକ୍ଷାର ପ୍ରହରୀ
ସୁନ୍ଦରଗଡ଼ ଲାଇଭ୍: ଆଜି ବିଶ୍ୱ ଆଦିବାସୀ ଦିବସ। ଆଦିବାସୀ ସମାଜର ଅଧିକାର, ସଂସ୍କୃତି, ପରମ୍ପରା ଓ ପ୍ରକୃତି ସହିତ ସେମାନଙ୍କର ନିବିଡ଼ ସମ୍ପର୍କକୁ ସମ୍ମାନ ଜଣାଇବାର ଏକ ବିଶେଷ ଦିନ। ଜଙ୍ଗଲରୁ ମିଳୁଥିବା ଫଳ, ମୂଳ, ମହୁ, ଶାଳପତ୍ର ଓ ବିଭିନ୍ନ…
ବ୍ରାଉନ୍ ସୁଗାର କାରବାରର ପର୍ଦ୍ଦାଫାସ, ଦୁଇ ଗିରଫ
ସୁନ୍ଦରଗଡ଼ ଲାଇଭ୍ : ସୁନ୍ଦରଗଡ଼ ଜିଲ୍ଲାର ହେମଗିର ବ୍ଲକ୍ ଅନ୍ତର୍ଗତ ଡୁଡୁକା ଗ୍ରାମରେ ବ୍ରାଉନ୍ ସୁଗାର କାରବାର ଅଭିଯୋଗରେ ପୁଲିସ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିଛି। ଡୁଡୁକା କଲେଜ ପଛପଟ ପଡ଼ିଆରେ ବିଳମ୍ବିତ ରାତିରେ ଏହି ଚଢ଼ାଉ କରାଯାଇଥିବା…
ପତ୍ନୀ ଓ ଝିଅଙ୍କୁ ଜୀବନରୁ ମାରିଦେବାକୁ ଧମକ ଅଭିଯୋଗ
ସୁନ୍ଦରଗଡ଼ ଲାଇଭ୍(କୁଆଁରମୁଣ୍ଡା): ଝିଅ ଜନ୍ମ ହେବା ପରେ ସ୍ୱାମୀ ଘରୁ ବାହାର କରିଦେଇଥିବା ଏବଂ ଏବେ ପତ୍ନୀ ଓ ଝିଅଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ନେଇ କୁଆଁରମୁଣ୍ଡା ଜମୁନାକି ଅଞ୍ଚଳର ଜଣେ ମହିଳା ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଜମୁନାକି…
ଝିରପାଣିରେ ଡଃ ବି.ଆର. ଆମ୍ବେଦକରଙ୍କ ବିରାଟ ମୂର୍ତ୍ତି ଉନ୍ମୋଚିତ
ସୁନ୍ଦରଗଡ଼ ଲାଇଭ୍: ସମ୍ବିଧାନର ଶିଳ୍ପୀ ତଥା ଭାରତରତ୍ନ ଡଃ ବି.ଆର. ଆମ୍ବେଦକରଙ୍କ ଏକ ବିରାଟ ମୂର୍ତ୍ତିର ଉନ୍ମୋଚନ ରବିବାର ରାଉରକେଲାର ଝିରପାଣି ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି। ଭୀମ ଆର୍ମି ରାଉରକେଲା ପକ୍ଷରୁ ଏହି ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।…
୧୨ରେ କ୍ୟାବିନେଟ୍ ବୈଠକ: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର
ସୁନ୍ଦରଗଡ଼ ଲାଇଭ୍: ରାଜ୍ୟ ସରକାରଙ୍କ ପରବର୍ତ୍ତୀ କ୍ୟାବିନେଟ୍ ବୈଠକ ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀଙ୍କ ପୌରୋହିତ୍ୟରେ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟର ପ୍ରଗତି ଓ ଜନକଲ୍ୟାଣ ପ୍ରକଳ୍ପ ସମ୍ପର୍କିତ କେତେକ ବଡ଼ ନିଷ୍ପତ୍ତି ନିଆଯିବାର…
ବନ୍ଦ ହେବାକୁ ବସିଛି ନୂଆ ଅନୁଦାନପ୍ରାପ୍ତ ହାଇସ୍କୁଲ
ସୁନ୍ଦରଗଡ଼ ଲାଇଭ୍: ଆଧୁନିକ ଶ୍ରେଣୀଗୃହ, ସ୍ମାର୍ଟ କ୍ଲାସରୁମ୍, କମ୍ପ୍ୟୁଟର ଓ ଖେଳ ପଡ଼ିଆ, ୫-ଟି ରୂପାନ୍ତରଣରେ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ସଜାଡ଼ିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି, ମାତ୍ର ପିଲାଙ୍କୁ ପଢ଼ାଇବା ପାଇଁ ଶିକ୍ଷକ ନାହାନ୍ତି। ଶିକ୍ଷକଙ୍କ ଘୋର ଅଭାବ…
୯ଟି ବିଭାଗରେ ୧୩୨୬ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ସୁନ୍ଦରଗଡ଼ ଲାଇଭ୍: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରାଯାଇଛି। ଭୁବନେଶ୍ୱର ରେଳ ଅଡିଟୋରିଅମଠାରେ ଆୟୋଜିତ ୧୬ତମ ନିଯୁକ୍ତି ମେଳାରେ ୯ଟି ପ୍ରମୁଖ ବିଭାଗର ୧,୩୨୬ ଜଣ ନବନିଯୁକ୍ତଙ୍କୁ ସରକାରୀ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏହି…
ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ‘ସୁଭଦ୍ରା’ ଟଙ୍କା
ସୁନ୍ଦରଗଡ଼ ଲାଇଭ୍: ‘ସୁଭଦ୍ରା’ ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ଅବସରରେ ଯୋଗ୍ୟ ମହିଳାମାନଙ୍କ ବ୍ୟାଙ୍କ ଖାତାକୁ ‘ସୁଭଦ୍ରା’ ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପଠାଯିବ। ଏଥିସହିତ ଜୁଲାଇ ୨୫ ସୁଦ୍ଧା ଜିଲ୍ଲା…
ବଲାଙ୍ଗୀରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ: ସେପ୍ଟେମ୍ବର ୧୫ ସକାଳେ ଲାଗିହେବ ନବାନ୍ନ
ସୁନ୍ଦରଗଡ଼ ଲାଇଭ୍: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ନୂଆଁଖାଇ’ ପାଇଁ ବଲାଙ୍ଗୀର ଜିଲ୍ଲାର ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା ସେପ୍ଟେମ୍ବର ୧୫ ତାରିଖ (ଭାଦ୍ରବ ଶୁକ୍ଳ ପଞ୍ଚମୀ, ମଙ୍ଗଳବାର) ସକାଳ ୯ଟା ୩୬ ମିନିଟରୁ ୧୦ଟା ୧୦ ମିନିଟ୍ ମଧ୍ୟରେ…
୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ: ନବସୃଜନ, ଦକ୍ଷତା ବିକାଶ ଓ ସହଯୋଗ ଉପରେ ଗୁରୁତ୍ୱ
ସୁନ୍ଦରଗଡ଼ ଲାଇଭ୍: ଭାରତର ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ୧୩ତମ ‘ବ୍ରିକ୍ସ’ (BRICS) ଶିକ୍ଷାମନ୍ତ୍ରୀ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନ ଗୁରୁବାର ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ଶିକ୍ଷାମନ୍ତ୍ରୀ ଏବଂ ପ୍ରତିନିଧିମାନେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ପରସ୍ପର ମଧ୍ୟରେ…
















