ଓଡ଼ିଶା ପୁଲିସ୍ SI ପରୀକ୍ଷା ସ୍କାମ୍: ସିବିଆଇ ସ୍କାନରରେ ଜେଲ୍ ଡିଜି
ସୁନ୍ଦରଗଡ଼ ଲାଇଭ୍: ଓଡ଼ିଶା ପୁଲିସ୍ ସବ୍-ଇନ୍ସପେକ୍ଟର (SI) ପରୀକ୍ଷା କେଳେଙ୍କାରୀ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)ର ସ୍କାନରକୁ ଆସିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ବର୍ତ୍ତମାନର ଜେଲ୍ ଡିଜି ସୁଶାନ୍ତ ନାଥ। ଏହି ମାମଲାରେ ସିବିଆଇ ପକ୍ଷରୁ ରାଜ୍ୟ ସରକାରଙ୍କୁ…







