ଖୁବଶୀଘ୍ର ହେବ ଛାତ୍ର ସଂସଦ ନିର୍ବାଚନ!

ସୁନ୍ଦରଗଡ଼ ଲାଇଭ୍ : ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ କେବେ ହେବ ଛାତ୍ର ସଂସଦ ନିର୍ବାଚନ? ଏହାକୁ ନେଇ ଦୀର୍ଘ ଦିନରୁ ଚାଲିଥିବା ସସ୍‌ପେନ୍ସ ଉପରୁ ପରଦା ହଟିବାକୁ ଯାଉଛି। ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରାଇବା ପାଇଁ ସରକାର ପ୍ରସ୍ତୁତି…