ଦିଲ୍ଲୀ ପିଜି ଟ୍ରାଜେଡି ପରେ ଓଡ଼ିଶାରେ ଆକ୍ସନ: ଭଙ୍ଗାଯିବ ଅସୁରକ୍ଷିତ କୋଠା

ସୁନ୍ଦରଗଡ଼ ଲାଇଭ୍ : ଦିଲ୍ଲୀ PG ଟ୍ରାଜେଡି ପରେ ରାଜ୍ୟର ସହରାଞ୍ଚଳରେ ନାଗରିକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ଆଖିଆଗରେ ରଖି ଓଡ଼ିଶା ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରରେ ଥିବା ବିପଦପୂର୍ଣ୍ଣ…