RBI ଦେଲା ସବୁଜ ସଙ୍କେତ: ଖୁବ୍‌ଶୀଘ୍ର ଭାରତରେ ନେଣଦେଣ ହେବ ପ୍ଲାଷ୍ଟିକ୍ ନୋଟ୍!

ସୁନ୍ଦରଗଡ଼ ଲାଇଭ୍: ଭାରତୀୟ ବଜାରକୁ ଆସିବାକୁ ଯାଉଛି ପ୍ଲାଷ୍ଟିକ୍ ବା ପଲିମର ନୋଟ୍। ବହୁଦିନର ଚର୍ଚ୍ଚା ପରେ ଏବେ ଏହି ଯୋଜନା ଉପରେ କେନ୍ଦ୍ର ସରକାର ମୋହର ମାରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଏକ ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ…