ସେପ୍ଟେମ୍ବରରେ ସମେଟିଭ୍-୧ ପରୀକ୍ଷା, ଏଯାଏଁ ମିଳିଲାନି ସଂଶୋଧିତ ପାଠ୍ୟପୁସ୍ତକ

ସୁନ୍ଦରଗଡ଼ ଲାଇଭ୍: ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସମେଟିଭ୍-୧ ପରୀକ୍ଷା ପାଇଁ ଆଉ ମାତ୍ର ୪ ସପ୍ତାହ ସମୟ ବାକି ରହିଥିବା ବେଳେ ଏପର୍ଯ୍ୟନ୍ତ ସଂଶୋଧିତ ପାଠ୍ୟପୁସ୍ତକ ନମିଳିବା ଶିକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନୂତନ…