ମହଣ ମହଣ ସୁନାରେ ଝଟକୁଛନ୍ତି ମହାପ୍ରଭୁ: ଜଗତ ଦେଖିଲା ଶ୍ରୀଜଗନ୍ନାଥଙ୍କ ଦୁର୍ଲ୍ଲଭ ସୁନାବେଶ
ସୁନ୍ଦରଗଡ଼ ଲାଇଭ୍: ପବିତ୍ର ବାହୁଡ଼ା ଯାତ୍ରା ଶେଷ ହେବା ପରେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ସୃଷ୍ଟି ହୋଇଛି ଏକ ଦିବ୍ୟ ଓ ଅପୂର୍ବ ଆଧ୍ୟାତ୍ମିକ ପରିବେଶ। ଶ୍ରୀମନ୍ଦିର ରତ୍ନବେଦିକୁ ବାହୁଡ଼ିବା ପୂର୍ବରୁ ଆଜି ତିନି ରଥ ଉପରେ ସୁନାବେଶରେ ଝଟକିଛନ୍ତି ଜଗତାଧିପତି ମହାପ୍ରଭୁ…







