ଆଜି ‘ନୀଳାଦ୍ରି ବିଜେ’: ନୀଳକନ୍ଦରକୁ ବାହୁଡ଼ିବେ ନୀଳମଣି

ସୁନ୍ଦରଗଡ଼ ଲାଇଭ୍: ସଦାଶିବ ଜଗନ୍ନାଥଙ୍କର ଆଉ ଏକ ମାନବୀୟ ଲୀଳାର ଅବସାନ ଘଟିବାକୁ ଯାଉଛି। ଦୀର୍ଘ ୨୭ ଦିନ ଧରି ଶୂନ୍ୟ ପଡ଼ିଥିବା ଶ୍ରୀମନ୍ଦିର ରତ୍ନବେଦି ଆଜି ପୁଣି ଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆବିର୍ଭାବରେ ହସିଉଠିବ। ସ୍ନାନଯାତ୍ରା ପରର ଅଣସର ଗୁପ୍ତନୀତି ଏବଂ…

ମହଣ ମହଣ ସୁନାରେ ଝଟକୁଛନ୍ତି ମହାପ୍ରଭୁ: ଜଗତ ଦେଖିଲା ଶ୍ରୀଜଗନ୍ନାଥଙ୍କ ଦୁର୍ଲ୍ଲଭ ସୁନାବେଶ

ସୁନ୍ଦରଗଡ଼ ଲାଇଭ୍: ପବିତ୍ର ବାହୁଡ଼ା ଯାତ୍ରା ଶେଷ ହେବା ପରେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ସୃଷ୍ଟି ହୋଇଛି ଏକ ଦିବ୍ୟ ଓ ଅପୂର୍ବ ଆଧ୍ୟାତ୍ମିକ ପରିବେଶ। ଶ୍ରୀମନ୍ଦିର ରତ୍ନବେଦିକୁ ବାହୁଡ଼ିବା ପୂର୍ବରୁ ଆଜି ତିନି ରଥ ଉପରେ ସୁନାବେଶରେ ଝଟକିଛନ୍ତି ଜଗତାଧିପତି ମହାପ୍ରଭୁ…

ନବଦିନାତ୍ମକ ଲୀଳାଖେଳା ସାରି ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଯିବେ ଶ୍ରୀଜିଉ

ସୁନ୍ଦରଗଡ଼ ଲାଇ: ଆଜି ପବିତ୍ର ବାହୁଡ଼ା ଯାତ୍ରା। ଗୁଣ୍ଡିଚା ମନ୍ଦିରର ଶରଧାବାଲିରେ ଦୀର୍ଘ ନଅଦିନିଆ ଲୀଳାଖେଳା ସାଙ୍ଗ କରି ଅଲୌକିକ ପ୍ରେମ ଓ ଭକ୍ତିର ଅମୃତ ବାଣ୍ଟିବା ପରେ, ସ୍ୱଧାମ ଶ୍ରୀମନ୍ଦିରକୁ ବାହୁଡ଼ିବା ପାଇଁ ରଥାରୂଢ଼ ହେଉଛନ୍ତି ବ୍ରହ୍ମାଣ୍ଡର ଠାକୁର ଶ୍ରୀଜଗନ୍ନାଥ,…

ଏହି କାରଣ ପାଇଁ କଳା ଆମ ‘କଳା ସାଆନ୍ତ’, ପଢ଼ନ୍ତୁ ପୁରା କାହାଣୀ…

ସୁନ୍ଦରଗଡ଼ ଲାଇଭ୍: ମହାପ୍ରଭୁଙ୍କ କଥା ଭାବିଲା କ୍ଷଣି ପ୍ରାୟ ପ୍ରତ୍ୟେକ ଭକ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ନିଶ୍ଚୟ ଆନ୍ଦୋଳିତ ହୁଏ— ମହାପ୍ରଭୁଙ୍କ ବିଭିନ୍ନ ଲୀଳା ଓ ଅବତାରରେ ସେ କେତେବେଳେ ଗୋରା ତ କେତେବେଳେ ଶ୍ୟାମଳ ବର୍ଣ୍ଣ ଭାବେ ଭକ୍ତଙ୍କୁ ମୋହିତ…