ମୁଖ୍ୟମନ୍ତ୍ରୀଙ୍କ ସ୍ୱାଧୀନତା ଦିବସ ଭେଟି: OCS ପରୀକ୍ଷାର୍ଥୀଙ୍କ ସୁଯୋଗ ସୀମା ହଟିଲା, ନବମ-ଦଶମ ଶ୍ରେଣୀରେ ମାଗଣା ବହି
ସୁନ୍ଦରଗଡ଼ ଲାଇଭ୍: ୮୦ତମ ସ୍ୱାଧୀନତା ଦିବସର ପବିତ୍ର ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶ ଓ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ଏବଂ ବୀର ଶହୀଦମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ୨୦୩୬ ସୁଦ୍ଧା…







