ମହାନଦୀ ଜଳ ବିବାଦ: ସମାଧାନ ପାଇଁ ‘ଜଏଣ୍ଟ କମିଟି’ ଗଠନ କରିବାକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

ସୁନ୍ଦରଗଡ଼ ଲାଇଭ୍:  ଦୀର୍ଘଦିନ ଧରି ଚାଲିଆସୁଥିବା ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବଣ୍ଟନ ବିବାଦର ସ୍ଥାୟୀ ଓ ସକରାତ୍ମକ ସମାଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସିଛି। ଏହି ସମ୍ବେଦନଶୀଳ ମାମଲାର ଆପୋଷ ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ କେନ୍ଦ୍ରୀୟ…