ଯୁକ୍ତ ଦୁଇ ନାମଲେଖା: ୨୫,୩୩୨ ଛାତ୍ରଛାତ୍ରୀ ପ୍ରଥମ ସ୍ପଟ୍ ରାଉଣ୍ଡ ପାଇଁ ମନୋନୀତ
ସୁନ୍ଦରଗଡ଼ ଲାଇଭ୍: ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ସିଟ୍ ପୂରଣ ପାଇଁ ପ୍ରଥମ ପର୍ଯ୍ୟାୟ ସ୍ପଟ୍ ଆଡମିଶନ୍ ମେଧା ତାଲିକା ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସାମ୍ସ (SAMS) ପୋର୍ଟାଲ୍ ମାଧ୍ୟମରେ ପ୍ରକାଶିତ…
ରାଜନୈତିକ ଚାନ୍ଦା ଆଦାୟରେ ଆଞ୍ଚଳିକ ଦଳଙ୍କ ମଧ୍ୟରେ ଡିଏମ୍କେ ଶୀର୍ଷରେ
ସୁନ୍ଦରଗଡ଼ ଲାଇଭ୍: ଦେଶର ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଚାନ୍ଦା ସଂଗ୍ରହ ମାମଲାରେ ତାମିଲନାଡୁର ଡିଏମ୍କେ ପ୍ରଥମ ସ୍ଥାନ ଦଖଲ କରିଥିବା ବେଳେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (AITC) ଦ୍ୱିତୀୟ ସ୍ଥାନରେ ରହିଛି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ (ADR) ପକ୍ଷରୁ…
ଡିଜିଟାଲ୍ ପେମେଣ୍ଟରେ ଲାଗିପାରେ ଶୁଳ୍କ: ଲୋକସଭାରେ ପାରିତ ହେଲା ସଂଶୋଧନ ବିଲ୍
ସୁନ୍ଦରଗଡ଼ ଲାଇଭ୍: ୟୁପିଆଇ (UPI) ଓ ଅନ୍ୟାନ୍ୟ ଡିଜିଟାଲ୍ କାରବାର ଉପରେ ଦେୟ କିମ୍ବା ଶୁଳ୍କ ଧାର୍ଯ୍ୟ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଆଇନଗତ କ୍ଷମତା ମିଳିଛି। ଲୋକସଭାରେ ‘ପେମେଣ୍ଟ ଆଣ୍ଡ ସେଟେଲମେଣ୍ଟ ସିଷ୍ଟମ୍ (ସଂଶୋଧନ) ବିଲ୍, ୨୦୨୬’ ଧ୍ୱନିମତରେ ପାରିତ…
ଚନ୍ଦ୍ରପୃଷ୍ଠରେ ଖସିପଡ଼ିଲା ସ୍ପେସ୍-ଏକ୍ସ ରକେଟ୍, ପଢନ୍ତୁ ଘଟିବ ଏମିତି କିଛି…
ସୁନ୍ଦରଗଡ଼ ଲାଇଭ୍: ମହାକାଶ ଗବେଷଣା କ୍ଷେତ୍ରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକୀୟ ମହାକାଶ ସଂସ୍ଥା ‘ସ୍ପେସ୍-ଏକ୍ସ’ର ଏକ ଫାଲକନ-୯ (Falcon-9) ରକେଟ୍ ଚନ୍ଦ୍ରପୃଷ୍ଠରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଭାରତୀୟ ସମୟ ଅପରାହ୍ନ ପ୍ରାୟ ୧୨ଟା…
ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ବର୍ଣ୍ଣମାଳା
ସୁନ୍ଦରଗଡ଼ ଲାଇଭ୍: ରାଜ୍ୟର ପ୍ରଥମ ଶ୍ରେଣୀ ସାହିତ୍ୟ ବହି ‘ଝୁଲଣା-୧’ରେ ଦେଖାଦେଇଛି ଗୁରୁତର ତ୍ରୁଟି, ଯାହାକୁ ନେଇ ଏବେ ଅବିଭାବକ ଓ ଶିକ୍ଷାବିତ୍ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବହିରେ ସାଧାରଣ ନିୟମ ଅନୁସାରେ ‘ଅ’ରୁ ବର୍ଣ୍ଣମାଳା ଆରମ୍ଭ ହେବା…
ପଶ୍ଚିମ ଓଡ଼ିଶାରେ ଅପହଞ୍ଚ ‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା’, ସରକାରୀ ପ୍ରୋତ୍ସାହନରୁ ବଞ୍ଚିତ ହଜାର ହଜାର କାରିଗର
ସୁନ୍ଦରଗଡ଼ ଲାଇଭ୍: ପାରମ୍ପରିକ ଶିଳ୍ପୀ ଓ କାରିଗରମାନଙ୍କର ଆର୍ଥିକ ଉନ୍ନତି, ଦକ୍ଷତା ବୃଦ୍ଧି ଏବଂ ସାମାଜିକ ସୁରକ୍ଷା ପାଇଁ ୨୦୨୩ରେ ଆରମ୍ଭ ହୋଇଥିବା ‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା’ ଏବେ ବାସ୍ତବ କ୍ଷେତ୍ରରେ ଫ୍ଲପ୍ ସାବ୍ୟସ୍ତ ହେବାକୁ ବସିଛି। ବିଶେଷକରି ପଶ୍ଚିମ ଓଡ଼ିଶାର…
ବିକଶିତ ଓଡ଼ିଶା ଗଠନ ଦିଗରେ ଐତିହାସିକ ନିଷ୍ପତ୍ତି: ଆରମ୍ଭ ହେବ BKPPER ପ୍ରକଳ୍ପ
ସୁନ୍ଦରଗଡ଼ ଲାଇଭ୍: ଓଡ଼ିଶାକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ସହ ‘ବିକଶିତ ଭାରତ’ ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାର ଏକ ଯୁଗାନ୍ତକାରୀ କଦମ ଉଠାଇଛନ୍ତି। ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ ପ୍ରକଳ୍ପ। ରାଜ୍ୟକୁ…
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ସୋସିଆଲ ମିଡିଆରେ ଗାଳି କରୁଥିଲେ ଏମିତି ମିଳିବ ଦଣ୍ଡ…
ସୁନ୍ଦରଗଡ଼ ଲାଇଭ୍: ଯଦି ଆପଣ ଫେସବୁକ୍, ଏକ୍ସ କିମ୍ବା ଇନଷ୍ଟାଗ୍ରାମରେ କାହାକୁ ଗାଳିଗୁଲଜ କରୁଛନ୍ତି କିମ୍ବା ଆପତ୍ତିଜନକ ଶବ୍ଦ ବ୍ୟବହାର କରୁଛନ୍ତି, ତେବେ ହୁଏତ ଆପଣଙ୍କୁ ଜେଲ୍ ଯିବାକୁ ପଡ଼ିନପାରେ, କିନ୍ତୁ ହାତରେ ଝାଡ଼ୁ ଧରି ରାସ୍ତା ସଫା କରିବାକୁ କିମ୍ବା…
୩ ଦିନିଆ ଓଡ଼ିଶା ଗସ୍ତରେ ମହାମହିମ, ବିମାନବନ୍ଦରରେ ଭବ୍ୟ ସ୍ୱାଗତ
ସୁନ୍ଦରଗଡ଼ ଲାଇଭ୍: ତିନି ଦିନିଆ ଓଡ଼ିଶାରେ ଗସ୍ତରେ ଆସି ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୁରକ୍ଷାର କଡ଼ା ପଦକ୍ଷେପ ମଧ୍ୟରେ ସ୍ୱତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ୱରରେ ଅବତରଣ କରିବା ପରେ ବିମାନବନ୍ଦରରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ…
ଆଜି ସମ୍ୱଲପୁରୀ ଦିବସ, ପାରମ୍ପରିକ ପିଠା ପଣାରେ ମହକୁଛି ପଶ୍ଚିମ ଓଡ଼ିଶା
ସୁନ୍ଦରଗଡ଼ ଲାଇଭ୍: ଆଜି ହେଉଛି ପଶ୍ଚିମ ଓଡ଼ିଶାର ଆତ୍ମା, ସଂସ୍କୃତି ଓ ଅସ୍ମିତାର ମହାପର୍ବ ସମ୍ବଲପୁରୀ ଦିବସ। ସମ୍ବଲପୁରୀ ସାହିତ୍ୟର ଅନନ୍ୟ ସାଧକ, ପୂଜ୍ୟ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅଗଷ୍ଟ ୧ ତାରିଖକୁ ପ୍ରତିବର୍ଷ ରାଜ୍ୟ ତଥା ଦେଶ-ବିଦେଶରେ ବେଶ୍…
















