ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ‘ସୁଭଦ୍ରା’ ଟଙ୍କା

ସୁନ୍ଦରଗଡ଼ ଲାଇଭ୍: ‘ସୁଭଦ୍ରା’ ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ଅବସରରେ ଯୋଗ୍ୟ ମହିଳାମାନଙ୍କ ବ୍ୟାଙ୍କ ଖାତାକୁ ‘ସୁଭଦ୍ରା’ ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପଠାଯିବ। ଏଥିସହିତ ଜୁଲାଇ ୨୫ ସୁଦ୍ଧା ଜିଲ୍ଲା…

ବଲାଙ୍ଗୀରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ: ସେପ୍ଟେମ୍ବର ୧୫ ସକାଳେ ଲାଗିହେବ ନବାନ୍ନ

ସୁନ୍ଦରଗଡ଼ ଲାଇଭ୍: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ନୂଆଁଖାଇ’ ପାଇଁ ବଲାଙ୍ଗୀର ଜିଲ୍ଲାର ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା ସେପ୍ଟେମ୍ବର ୧୫ ତାରିଖ (ଭାଦ୍ରବ ଶୁକ୍ଳ ପଞ୍ଚମୀ, ମଙ୍ଗଳବାର) ସକାଳ ୯ଟା ୩୬ ମିନିଟରୁ ୧୦ଟା ୧୦ ମିନିଟ୍ ମଧ୍ୟରେ…

୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ: ନବସୃଜନ, ଦକ୍ଷତା ବିକାଶ ଓ ସହଯୋଗ ଉପରେ ଗୁରୁତ୍ୱ

ସୁନ୍ଦରଗଡ଼ ଲାଇଭ୍: ଭାରତର ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ୧୩ତମ ‘ବ୍ରିକ୍ସ’ (BRICS) ଶିକ୍ଷାମନ୍ତ୍ରୀ ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନ ଗୁରୁବାର ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ଶିକ୍ଷାମନ୍ତ୍ରୀ ଏବଂ ପ୍ରତିନିଧିମାନେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ପରସ୍ପର ମଧ୍ୟରେ…

ଯୁକ୍ତ ଦୁଇ ନାମଲେଖା: ୨୫,୩୩୨ ଛାତ୍ରଛାତ୍ରୀ ପ୍ରଥମ ସ୍ପଟ୍ ରାଉଣ୍ଡ ପାଇଁ ମନୋନୀତ

ସୁନ୍ଦରଗଡ଼ ଲାଇଭ୍: ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ସିଟ୍‌ ପୂରଣ ପାଇଁ ପ୍ରଥମ ପର୍ଯ୍ୟାୟ ସ୍ପଟ୍ ଆଡମିଶନ୍‌ ମେଧା ତାଲିକା ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସାମ୍ସ (SAMS) ପୋର୍ଟାଲ୍‌ ମାଧ୍ୟମରେ ପ୍ରକାଶିତ…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ବର୍ଣ୍ଣମାଳା

ସୁନ୍ଦରଗଡ଼ ଲାଇଭ୍: ରାଜ୍ୟର ପ୍ରଥମ ଶ୍ରେଣୀ ସାହିତ୍ୟ ବହି ‘ଝୁଲଣା-୧’ରେ ଦେଖାଦେଇଛି ଗୁରୁତର ତ୍ରୁଟି, ଯାହାକୁ ନେଇ ଏବେ ଅବିଭାବକ ଓ ଶିକ୍ଷାବିତ୍‌ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବହିରେ ସାଧାରଣ ନିୟମ ଅନୁସାରେ ‘ଅ’ରୁ ବର୍ଣ୍ଣମାଳା ଆରମ୍ଭ ହେବା…

ପଶ୍ଚିମ ଓଡ଼ିଶାରେ ଅପହଞ୍ଚ ‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା’, ସରକାରୀ ପ୍ରୋତ୍ସାହନରୁ ବଞ୍ଚିତ ହଜାର ହଜାର କାରିଗର

ସୁନ୍ଦରଗଡ଼ ଲାଇଭ୍: ପାରମ୍ପରିକ ଶିଳ୍ପୀ ଓ କାରିଗରମାନଙ୍କର ଆର୍ଥିକ ଉନ୍ନତି, ଦକ୍ଷତା ବୃଦ୍ଧି ଏବଂ ସାମାଜିକ ସୁରକ୍ଷା ପାଇଁ ୨୦୨୩ରେ ଆରମ୍ଭ ହୋଇଥିବା ‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା’ ଏବେ ବାସ୍ତବ କ୍ଷେତ୍ରରେ ଫ୍ଲପ୍‌ ସାବ୍ୟସ୍ତ ହେବାକୁ ବସିଛି। ବିଶେଷକରି ପଶ୍ଚିମ ଓଡ଼ିଶାର…

SDRFରେ ଉନ୍ନୀତ ହେବ ଓଡ୍ରାଫ୍: ସ୍ୱତନ୍ତ୍ର ବାଟାଲିଅନ୍ ସହ ବୃଦ୍ଧି ପାଇବ ଦକ୍ଷତା ଓ କ୍ଷମତା

ସୁନ୍ଦରଗଡ଼ ଲାଇଭ୍: ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଓଡ଼ିଶା ରାପିଡ୍ ଆକ୍ସନ୍ ଫୋର୍ସ (ODRAF)କୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (SDRF) ଭାବେ ଉନ୍ନୀତ କରାଯିବ। ଏହାକୁ ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ସମ୍ପୂର୍ଣ୍ଣ ସମର୍ପିତ…

ବିକଶିତ ଓଡ଼ିଶା ଗଠନ ଦିଗରେ ଐତିହାସିକ ନିଷ୍ପତ୍ତି: ଆରମ୍ଭ ହେବ BKPPER ପ୍ରକଳ୍ପ

ସୁନ୍ଦରଗଡ଼ ଲାଇଭ୍: ଓଡ଼ିଶାକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ସହ ‘ବିକଶିତ ଭାରତ’ ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାର ଏକ ଯୁଗାନ୍ତକାରୀ କଦମ ଉଠାଇଛନ୍ତି। ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ ପ୍ରକଳ୍ପ। ରାଜ୍ୟକୁ…

ଛାଡ଼ୁଛି ବନ୍ୟା ପାଣି, ବଢ଼ିଲା ଭୟ

ସୁନ୍ଦରଗଡ଼ ଲାଇଭ୍: ନଦୀରୁ ବନ୍ୟା ପାଣି ଖସୁଛି ସିନା, ହେଲେ ବିପନ୍ନଙ୍କ ଜୀବନ ଜୀବିକାକୁ ନେଇ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ। ଭାଙ୍ଗିଯାଇଥିବା ଘର-ଦ୍ୱାର, ପାଣିରେ ବୁଡ଼ି ରହିଥିବା ସମ୍ପତ୍ତି ଏବଂ ବାଲିଚର ହୋଇଥିବା ଚାଷଜମିକୁ ଦେଖି ଲୋକଙ୍କ ଆଖିରୁ ଲୁହ…

୩ ଦିନିଆ ଓଡ଼ିଶା ଗସ୍ତରେ ମହାମହିମ, ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ସୁନ୍ଦରଗଡ଼ ଲାଇଭ୍: ତିନି ଦିନିଆ ଓଡ଼ିଶାରେ ଗସ୍ତରେ ଆସି ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୁରକ୍ଷାର କଡ଼ା ପଦକ୍ଷେପ ମଧ୍ୟରେ ସ୍ୱତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ୱରରେ ଅବତରଣ କରିବା ପରେ ବିମାନବନ୍ଦରରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ…